Latest Odisha News

BREAKING NEWS

Browsing Category

Uncategorized

ପ୍ରେମରେ ଅଧିକ ଭାବିଲେ ଆସେ ହାର୍ଟ ଆଟାକ! କଣ କହୁଛି ମେଡିକାଲ ସାଇନ୍ସ, ନହେଲେ…

ଭୁବନେଶ୍ୱର: ପ୍ରେମ ଏକ ସୁନ୍ଦର ଅନୁଭବ, କିନ୍ତୁ ଏହା କେତେବେଳେ ଆପଣଙ୍କ ହୃଦୟ ପାଇଁ ବିପଦ ହୋଇପାରେ! ମେଡିକାଲ ସାଇନ୍ସ ଅନୁସାରେ, ପ୍ରେମରେ ଅତ୍ୟଧିକ ଭାବୁକତା ବା ମାନସିକ ଚାପ ହୃଦୟ ସମସ୍ୟାର କାରଣ ହୋଇପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେ ପ୍ରେମରେ ଅତ୍ୟଧିକ ଚିନ୍ତା, ଅନିଶ୍ଚିତତା ବା…

ଅଗଷ୍ଟରେ ହେବାକୁ ଯାଉଛି ବଡ଼ ଅଘଟଣ ! ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଭବିଷ୍ୟବକ୍ତା ଅଛନ୍ତି, ଏବଂ ବାବା ଭାଙ୍ଗା ସେମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଭବିଷ୍ୟବାଣୀଗୁଡ଼ିକ ଅତ୍ୟନ୍ତ ପ୍ରସିଦ୍ଧ, କାରଣ ବାବା ଭାଙ୍ଗା ପ୍ରତିବର୍ଷ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଥା’ନ୍ତି, ଏବଂ ସେଗୁଡ଼ିକ ମଧ୍ୟରୁ ଅନେକ ସଠିକ୍…

ରାହୁଲ ଏହି ଆସନ ଉପରେ କାହିଁକି କିଛି କହୁନାହାନ୍ତି, ଯେଉଁଠି କଂଗ୍ରେସ ପାଇଛି ୬୦ % ଭୋଟ

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ । ସେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ବାରମ୍ବାର ବିଫଳ ଲଞ୍ଚିଂ ପ୍ରୟାସ ମଧ୍ୟରେ ଏହା ଆଉ ଏକ ନୂଆ ଚେଷ୍ଟା ମାତ୍ର। ବିଜେପି ମୁଖପାତ୍ର ନିର୍ବାଚନ ଆୟୋଗ ଉପରେ…

WhatsAppରେ ଫୋଟୋ ପଠାଉଥିବା ଲୋକଙ୍କ ପାଇଁ ଖୁସି ଖବର, ଆସୁଛି ଚମତ୍କାର ଫିଚର

ନୂଆଦିଲ୍ଲୀ : ହ୍ୱାଟସଆପ ନିରନ୍ତର ନୂଆ ଫିଚର ଉପରେ କାମ କରୁଛି, ଯାହା ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଆହୁରି ଉନ୍ନତ କରୁଛି। ଏବେ ଏକ ରିପୋର୍ଟ ଅନୁସାରେ, ଏଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଏହି ମେସେଜିଂ ସେବା ଏକ ନୂଆ ଅପଡେଟର ଟେଷ୍ଟିଂ ଆରମ୍ଭ କରିଛି। ଏହି ଫିଚରର ନାମ ହେଉଛି ‘ମୋସନ…

ପୃଥିବୀରୁ ୭୦୦ ମିଲିୟନ ଆଲୋକ ବର୍ଷ ଦୂର… ଦୁଇ ଗ୍ୟାଲେକ୍ସି ଗୋଟିଏ ସ୍ଥାନରେ, ମହାକାଶରେ ଉଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ମହାକାଶରେ ଘଟୁଥିବା ଏକ ଅଦ୍ଭୁତ ଘଟଣା ମହାକାଶ ବୈଜ୍ଞାନକଙ୍କୁ ଆଶ୍ଚର୍ଯ୍ୟ କରିଛି। ପୃଥିବୀରୁ ପ୍ରାୟ ୭୦୦ ମିଲିୟନ ଆଲୋକ ବର୍ଷ ଦୂରରେ, ଦୁଇଟି ବିଶାଳ ଗ୍ୟାଲାକ୍ସି ଏକ ମହାକାଶୀୟ ଖେଳରେ ଲିପ୍ତ। ପ୍ରଥମ ଥର ପାଇଁ, ଏକ ନିକଟବର୍ତ୍ତୀ ଗ୍ୟାଲାକ୍ସି କ୍ଲଷ୍ଟରରେ ବିଜ୍ଞାନୀମାନେ…

ସଞ୍ଚାର ସାଥୀ ଆପର କମାଲ, ମଳିଲା ୫ ଲକ୍ଷ ହଜିଯାଇଥିବା ଫୋନ

ନୂଆଦିଲ୍ଲୀ: ଦୂରସଞ୍ଚାର ବିଭାଗ (DoT)ର ସଞ୍ଚାର ସାଥୀ ମୋବାଇଲ ଆପ୍‌ର ଜନପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ମାତ୍ର ୬ ମାସରେ ଏହି ଆପ୍‌କୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଛନ୍ତି ବୋଲି ସଞ୍ଚାର ମନ୍ତ୍ରାଳୟ ଶନିବାର ଦିନ ଘୋଷଣା କରିଛି। ଏହି ଆପ୍‌ ମାଧ୍ୟମରେ ୫.୩୫ ଲକ୍ଷରୁ ଅଧିକ…

ସକାଳ ନା ସନ୍ଧ୍ୟା ? କେତେବେଳେ କ୍ୟାନସର ଚିକିତ୍ସା କରିବା ଆବଶ୍ୟକ

ନୂଆଦିଲ୍ଲୀ : ଯେକୌଣସି ରୋଗର ଚିକିତ୍ସା ପାଇଁ ଲୋକମାନେ ନିଜ ସୁବିଧା ଅନୁସାରେ ଆପଏଣ୍ଟମେଣ୍ଟ ନେଇଥାନ୍ତି। ସମସ୍ତେ ଭାବନ୍ତି ଯେ ଯେକୌଣସି ସମୟରେ ଭଲ ଚିକିତ୍ସା କଲେ ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ କେବଳ କର୍କଟ ରୋଗର ଚିକିତ୍ସା…

ଆମେରିକାର ଟାରିଫ ମାଡ଼, ବଡ଼ ବଡ଼ କମ୍ପାନି ଛାଡୁଛନ୍ତିୁ ଦେଶ

ନୂଆଦିଲ୍ଲୀ: ଭାରତୀୟ ଆମଦାନୀ ଉପରେ ଆମେରିକା ୫୦ ପ୍ରତିଶତର କଡ଼ା ଟାରିଫ୍ ଲଗାଇବା ପରେ ଏହାର ଅନେକ ଗମ୍ଭୀର ପରିଣାମ ଦେଖାଦେଇପାରେ। ଏବେ ଏପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି ଯେ ଭାରତୀୟ କମ୍ପାନୀମାନେ ବିଦେଶରେ ନିଜର ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ଯଦି ଏପରି ହୁଏ, ତେବେ…

ଆମେରିକା ଗଲେ ଦେବେ ଏତେ ଟଙ୍କା !

ନୂଆଦିଲ୍ଲୀ: ଭିସା ନିୟମକୁ ଦିନକୁ ଦିନ ଶକ୍ତ କରିବାରେ ଲାଗିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏବେ ପର୍ଯ୍ୟଟକଙ୍କୁ ନେଇ ନୂଆ ପାଇଲଟ ପ୍ରୋଗ୍ରାମ ଆଣିଛି ଆମେରିକା। ଏହା ଆଧାରରେ ପର୍ଯ୍ୟଟକ ଓ ବ୍ୟବସାୟ ଭିସାରେ ଆମେରିକାରେ ପହଞ୍ଚୁଥିବା ଲୋକଙ୍କୁ ଭିସା ବଣ୍ଡ ଭାବେ 15ହଜାର ଡଲାର…

ମହାକାଶରେ ବନିବ ବିୟର!

ନୂଆଦିଲ୍ଲୀ: ବିଶ୍ଵ ଏବେ ପ୍ରଯୁକ୍ତିବିଦ୍ୟାରେ ଶୀର୍ଷ ଛୁଉଁଛି। ମାଟିରେ ଚାରାରୁ ବୃକ୍ଷ ଠାରୁ ଆରମ୍ଭ କରି ମହାକାଶରେ ମଞ୍ଜି ଗଜା ହେବା ଯାଏଁ, ଅନେକ କିଛି ମାଇଲଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି । ଆଉ ଏବେ ପ୍ରଥମ ଥର ପାଇଁ ମହାକାଶରେ ବିୟର ତିଆରି କରିବେ ମହାକାଶଚାରୀ । ବହୁତ ଶୀଘ୍ର…