Latest Odisha News

BREAKING NEWS

Browsing Category

Uncategorized

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଟିମ୍ ପେନ୍ ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂକୁ ସମାଲୋଚନା କରିଛନ୍ତି। ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର…

ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

ଝାନ୍ସି: ଉତ୍ତରପ୍ରଦେଶର ଝାନ୍ସି ସ୍ଥିତ ଲକ୍ଷ୍ମୀବାଇ ମେଡିକାଲ କଲେଜର ଏନଆଇସିୟୁରେ ଅଗ୍ନିକାଣ୍ଡ ଯୋଗୁଁ ନବଜାତକଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ଦୁର୍ଘଟଣାରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ଝାନ୍ସୀ ଜିଲ୍ଲା…

ବିଗିଡିଲା ସ୍ବାସ୍ଥ୍ୟବସ୍ଥା, ପ୍ରଚାର ଅଧାରୁ ଫେରିଲେ ଗୋବିନ୍ଦା

ମୁମ୍ବାଇ: ମହାରାଷ୍ଟ୍ରର ଜାଲଗାଓଁ ଜିଲ୍ଲାରେ ଶନିବାର ଦିନ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡି ଯାଇଥିଲା। ସେ ସମୟରେ ରାଜ୍ୟରେ ଶାସକ ଦଳ ପାଇଁ ଏକ ରୋଡ୍ ଶୋ'ରେ ପ୍ରଚାର କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଅଭିନେତା ରୋଡ ଶୋ ଛାଡି ଅଧାରୁ ମୁମ୍ବାଇ…

ବନ୍ଦେ ଭାରତ ଏକ୍ସପ୍ରେସ ଖାଦ୍ୟରେ ପୋକ

ନୂଆଦିଲ୍ଲୀ: ଖାଦ୍ୟ ସେବାକୁ ନେଇ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ସମୟରେ ବିବାଦ ଘେରରେ ରହିଥାଏ। ପୁଣି ଥରେ ଏହି ଟ୍ରେନରେ ପରଷା ଯାଇଥିବା ଖାଦ୍ୟରେ ପୋକ ବାହାରିଥିବା ସୂଚନା ମିଳିଛି। ଏନେଇ ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଯାତ୍ରୀଙ୍କୁ ପରଷା…

୨୦୩୧ ସୁଦ୍ଧା ଭାରତର ଅର୍ଥନୀତି ୭ ଟ୍ରିଲିୟନ ଡଲାର ହେବା ସମ୍ଭାବନା

ନୂଆଦିଲ୍ଲୀ: ୨୦୩୧ ସୁଦ୍ଧା ଭାରତୀୟ ଅର୍ଥନୀତିର ମୂଲ୍ୟ ୭ ଟ୍ରିଲିୟନ ଡଲାର ହେବ ଓ ଏହି ଅବଧି ମଧ୍ଯରେ ଦେଶର ଜିଡିପିର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ ହେବ। ଏନେଇ ରେଟିଂ ଏଜେନ୍ସି କ୍ରିସିଲ୍ ଦ୍ୱାରା ପ୍ରକାଶିତ ରିପୋର୍ଟରେ ସୂଚନା ଦିଆଯାଇଛି। ଏହା ସହିତ ଆହୁରି…

ଟ୍ରେନ ବିଳମ୍ବ ପାଇଁ ଚିନ୍ତାରେ ଥିଲେ ବର, ସହଯୋଗ କଲେ ରେଳ ମନ୍ତ୍ରୀ

ମୁମ୍ବାଇ: ବିବାହ ପାଇଁ ଟ୍ରେନରେ ଯାଉଥିଲେ ବରପକ୍ଷ। ହେଲେ ଟ୍ରେନ ବିଳମ୍ବ କାରଣରୁ ଚିନ୍ତାରେ ପଡି ଯାଇଥିଲେ ବର। ଠିକ୍ ସମୟରେ ବିବାହ ସ୍ଥଳରେ ପହଞ୍ଚିପାରିବେ କି ନାହିଁ। ଏହି ଚିନ୍ତା କରି ସେ ବାଧ୍ଯ ହୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ରେଳ ମନ୍ତ୍ରଣାଳୟକୁ ସୂଚନା ଦେଇଥିଲେ। ଖୁସିର…

ଛତିଶଗଡରେ ଏନକାଉଣ୍ଟର: ୫ ମାଓବାଦୀ ନିହତ

ନୂଆଦିଲ୍ଲୀ : ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର। ମୁହାଁମୁହିଁ  ହେଲେ ସୁରକ୍ଷାକର୍ମୀ ଓ ଲାଲବାହିନୀ। ଏନକଉଣ୍ଟରରେ ୫ ନକ୍ସଲ ନିହତ ହୋଇଛନ୍ତି। ଏହାପରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଛତିଶଗଡ଼ କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା…

ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାରେ ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୫ ଜାନୁଆରୀ ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯିବା ନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ…

ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି: ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ…

ଭୁବନେଶ୍ୱର : ମହିଳା କର୍ମଚାରୀଙ୍କୁ ମିଳିଲା ଆଶ୍ଵସ୍ତି। ଲୋକସେବା ଭାବନର ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମହିଳାମାନଙ୍କ ସ୍ଵଚ୍ଛତାକୁ ଦୃଷ୍ଟିରେ ରଖି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ…

ଅପରାଧୀଙ୍କୁ ଧରାଇଦେଲେ ମିଳିବ ୨୫ ପଇସା ପୁରସ୍କାର, କାହିଁକି ଏମିତି… 

ଯୋଧପୁର: ରାଜସ୍ଥାନର ଭରତପୁର ଜିଲ୍ଲାରୁ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ପାଇଁ ରାଜସ୍ଥାନ ପୋଲିସ ପୁରସ୍କାର ରାଶି ଘୋଷଣା କରିଛି। ପୁରସ୍କାର ରାଶି ବିଷୟରେ ଜାଣିଲେ ଯେକେହିବି ଚକିତ ହୋଇପଡିବେ। ନଚେତ୍ ହସିହସି ବେଦମ ହୋଇଯିବେ। କାରଣ ପୁରସ୍କାର ରାଶି ହେଉଛି ୨୫ ପଇସା। ଯାହାର…