Latest Odisha News

BREAKING NEWS

Browsing Category

Uncategorized

ଝାରସୁଗୁଡାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର, ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ…

ଝାରସୁଗୁଡା: ଝାରସୁଗୁଡ଼ାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର। ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।  ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ…

କ’ଣ ଏହି ପ୍ରୋବା -୩ ମିସନ ? କାହିଁକି ଭାରତକୁ ବାଛିଲା ୟୁରୋପ ?

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଥିବା ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ସାଟେଲାଇଟ୍ ଆସନ୍ତା ମାସରେ ଇସ୍ରୋ ଦ୍ବାରା ଶ୍ରୀହରିକୋଟାରୁ ଲଞ୍ଚ ହେବ। ୧୪ ଦେଶ ଓ ୪୦ କମ୍ପାନୀର ଭାଗୀଦାରୀରେ ହେଉଥିବା ଏହି ମିସନର ନାଁ ରହିଛି ପ୍ରୋବା - ୩। ୟୁରୋପୀୟ ସ୍ପେସ ଏଜେନ୍ସି ନିଜର ସାଟେଲାଇଟ ନିଜେ ଲଞ୍ଚ କରୁଥିବା…

ଛାତ୍ରଙ୍କୁ ମରି ଯିବାକୁ ଧମକ ଦେଲା ଏଆଇ ଚାଟବୋଟ୍

ନୂଆଦିଲ୍ଲୀ: ଗୁଗୁଲର ଏଆଇ ଚାଟବଟ୍ ଜେମିନିକୁ ଅଫିସ୍ ହେଉ କିମ୍ବା ବିଦ୍ୟାଳୟ, ପ୍ରାୟ ସମସ୍ତେ ଭାଷା ଅନୁବାଦ ଏବଂ ବିଭିନ୍ନ ପ୍ରକାରର ସୂଚନା ପାଇଁ ବ୍ଯବହାର କରିଥାନ୍ତି। ଜଣେ ୨୯ ବର୍ଷ ବୟସ୍କ କଲେଜ ଛାତ୍ର ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରି କିଛି ସୂଚନା ମାଗିଥିଲେ ଯାହାର ଉତ୍ତରରେ ସେ…

ଚାକିରି ଛାଡିବା ପାଇଁ ପତ୍ନୀଙ୍କୁ ବାଧ୍ଯ କରିବା ‘କ୍ରୁରତା’: ହାଇକୋର୍ଟ

ଭୋପାଳ: ଅନେକ ସମୟରେ ବିବାହିତା ମହିଳାମାନଙ୍କୁ ଚାକିରୀ ଛାଡିବାକୁ ବାଧ୍ୟ କରାଯାଉଥିବା ଭଳି ମାମଲା ସାମ୍ନାକୁ ଆସିଥାଏ। ଏଭଳି ଏକ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି ଯେ ପତ୍ନୀଙ୍କୁ ଚାକିରୀ ଛାଡି ସ୍ୱାମୀଙ୍କ ଇଚ୍ଛା ଏବଂ ତାଙ୍କ…

ଆମ୍ବ ଜାଉ ମୃତ୍ୟୁ ଘଟଣା: ଖାଦ୍ୟ ଶସ୍ୟର ଅଭାବ ଏହାର ମୁଖ୍ୟ କାରଣ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଆମ୍ବ କୋଇଲି ଜାଉ ମୃତ୍ୟୁ ଘଟଣା l ଖାଦ୍ୟ ଶସ୍ୟର ଅଭାବ (ଚାଉଳ) ଓଡିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁର ମହିଳାମାନଙ୍କୁ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ କଲା ବୋଲି କହିଲା ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ l…

ଜୀବନର ଆଉ ୧୦ ବର୍ଷ ଅଛି, କାହିଁକି ଏଭଳି କହିଲେ ଆମୀର

ମୁମ୍ବାଇ: ୧୯୮୮ରେ 'କୟାମତ ସେ କୟାମତ ତକ୍'ରୁ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିବା ଆମୀର ଖାନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ସିନେମାରେ କାମ କରି ଆସିଛନ୍ତି। ତେବେ ମହାମାରୀ ପରେ ଆମୀର ସିନେମା ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାଙ୍କ ପରିବାର ଏହି…

ଅଧିକାଂଶ ଭାରତୀୟ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତର ପ୍ରାୟ ସମସ୍ତ ଜନତା ପ୍ରଭାବିତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୋମ୍ୟା ସ୍ବାମୀନାଥନ ଏନେଇ ସୂଚନା ଦେଇଛନ୍ତି। ଏପରିକି ମହିଳା ଏବଂ ଶିଶୁମାନଙ୍କୁ ଏହି ଜଳବାୟୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଜନିତ ବିପଦ…

କାହିଁକି ମହିଳାଙ୍କୁ କ୍ଷମା ମାଗିଲେ କ୍ରିକେଟର ସଞ୍ଜୁ ସାମସନ… 

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୩-୧ରେ ବାଜିମାତ୍ କରିଛି। ତେବେ ଚତୁର୍ଥ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ  ଶତକ ଯୋଗୁଁ ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୫ ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା। ମ୍ୟାଚ୍…

ଉଗ୍ରବାଦୀଙ୍କ ଡରରେ ମଣିପୁର: ନଦୀ ପଠାରୁ ୩ କ୍ଷତବିକ୍ଷତ ଶବ ଉଦ୍ଧାର

ଇମ୍ଫାଲ: ଗତକାଲି ମଣିପୁର-ଆସାମ ସୀମା ନିକଟରେ ଏକ ଶିଶୁ ସମେତ ଦୁଇ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିବା ଘଟଣା ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ କିଛି ଦିନ ତଳେ ମଣିପୁରର ଜିରିବାମରୁ ୬ ଜଣଙ୍କୁ ଉଠାଇ ନେଇଥିଲେ ଉଗ୍ରବାଦୀ l ନିଖୋଜ ଥିବା ସେହି ୬ ଜଣଙ୍କ ମଧ୍ୟରୁ ଏହି…

ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସରେ ହୋଇନି ଅଗ୍ନିକାଣ୍ଡ: ପୂର୍ବତଟ ରେଳବାଇ

ଭୁବନେଶ୍ୱର: ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ହୋଇନି ଅଗ୍ନିକାଣ୍ଡ। ଏନେଇ ସ୍ପଷ୍ଟ କରିଛି ଇଷ୍ଟ କୋଷ୍ଟ ରେଲୱେ। ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଥିଲା। ଆଜି ୯ଟା ୨୩ମି.ରେ ଭଦ୍ରକରେ…