Latest Odisha News

BREAKING NEWS

Browsing Category

Uncategorized

ବିବାଦୀୟ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପକୁ କରାଯିବ…

ଭୁବନେଶ୍ବର: ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୋଦୀ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଗୁଳିମାଡକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ  କରି ମୋଦୀ ଲେଖିଛନ୍ତି, ମୋର ବନ୍ଧୁ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି…

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ହେବ ବନକଲାଗି ନୀତି

ପୁରୀ: ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଆଡ଼ପ ମଣ୍ଡପ ତଥା ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ଆଡପ ମଣ୍ଡପରେ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ୪ ଘଣ୍ଟାର…

ହାଥ୍‌ରସ ଦଳାଚକଟା ଘଟଣା; ଭୋଲେ ବାବାଙ୍କ ଗିରଫ ଦାବି କଲେ ପୀଡିତଙ୍କ ପରିବାର

ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ। ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣା ପରେ ସୁରଜପାଲ ଓରଫ ଭୋଲେ ବାବାଙ୍କ ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାବା ଗଣମାଧ୍ୟମ ନିଜର…

ପ୍ୟାରିସ ଅଲିମ୍ପିକ୍ସ: ମେସିଙ୍କ ବିନା ଆର୍ଜେଂଟିନା ଫୁଟବଲ ଦଳ ଘୋଷିତ

ପ୍ୟାରିସ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଂଟିନା ତାର ଫୁଟବଲ ଦଳ ଘୋଷଣା କରିଛି । ଏଥିରେ ଦଳର ମହାନ ଖେଳାଳି ଲିଓନେଲ ମେସୀଙ୍କ ସାମିଲ କରାଯାଇ ନାହିଁ । କୋଚ ଜାଭିୟର ମାଶେରାନୋ ଦଳ ଘୋଷଣା କରିଥିଲେ । ଘୋଷିତ ଦଳରେ ବିଶ୍ୱକପ ବିଜେତା ଟିମର ୪ ସଦସ୍ୟଙ୍କୁ ସ୍ଥାନ ମିଳିଛି ।…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ୫ଟି ଜିଲ୍ଲାକୁ ୩ ଘଣ୍ଟା…

ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍, ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

କଟକ: ମର୍ଣ୍ଣିଂୱାକ୍‌ ବେଳେ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌।ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଲୁଟ୍‌। ୩ ଜଣ  ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ। ଲୁଟ୍‌ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ସୂଚନା ଅନୁସାରେ, କଟକ ସଦର ଥାନା…

ଆଖି ବୁଜିଲା ୧୮ ବର୍ଷୀୟ ବାଘୁଣୀ ସାରା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ 'ସାରା'ର ମୃତ୍ୟୁ । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ବାଘ ସାରା। ଏପ୍ରିଲ ୧୮, ୨୦୦୬ ମସିହାରେ ବାନ୍ଧବଗଡ଼ରୁ ନନ୍ଦନକାନନ ଆସିଥିଲା 'ସାରା' । ସୂଚନା ଅନୁଯାୟୀ, ଆଜି ଭୋର ୪ଟା ୪୨ ସମୟରେ ବାଘ ସଫାରୀରେ ୩୩…

ରୂପେଲି ପରଦାରେ ନେପଥ୍ୟ ନାୟକ

ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍‌ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ ନୋହୁଁ ।…

ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ, ଜନତା ମଇଦାନ ଯାଇ ସ୍ଥିତି ସମୀକ୍ଷା କଲେ ମନମୋହନ ସାମଲ

ଭୁବନେଶ୍ବର: ଆସନ୍ତାକାଲି ଶପଥ ନେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ଶପଥ ନେବେ ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀ । ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ସହ ସଜେଇ ହେଉଛି ଜନତା ମଇଦାନ ।…