Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

ପାକିସ୍ତାନ ଚୋରି କରୁଛି ଭାରତୀୟ ବିଜ୍ଞାପନର ଆଇଡିୟା, ଇନଷ୍ଟାଗ୍ରାମରେ ବିଜ୍ଞାପନର ଭିଡିଓ ସେୟାର କରି ଟ୍ରୋଲ ହେଲେ…

ମୁମ୍ବାଇ: ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ନିକଟରେ ଇନଷ୍ଟାଗ୍ରାମରେ ବିଜ୍ଞାପନର ଏକ ଭିଡିଓ ସେୟାର କରିଛନ୍ତି । ମାହିରା ଲେଖିଛନ୍ତି, ‘ପିୟୋର ମ୍ୟାଙ୍ଗୋ ପ୍ଲେଜର’ । ଏବେ ଏହି ବିଜ୍ଞାପନକୁ ନେଇ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ ମାହିରାଙ୍କୁ ଖୁବ୍ ଟ୍ରୋଲ କରୁଛନ୍ତି । ମାହିରା ନିଜ…

ଚାଲିଥିଲା ଜୁମ୍ କଲ୍ ମିଟିଂ…

ଭୁବନେଶ୍ୱର: କରୋନା ପାଇଁ ଲକ୍‌ଡାଉନ୍ ପରଠୁ ଲୋକେ ଅନଲାଇନ୍ ମିଟିଂ ଉପରେ ନିର୍ଭର କରିଆସୁଛନ୍ତି । ଜୁମ୍ ଠାରୁ ଆରମ୍ଭ କରି ଗୁଗଲ୍ ମିଟ୍ ଓ ଅନେକ ଆପ୍ଲିକେସନ୍ ଜରିଆରେ ଜାରି ରହିଛି ଭିଡିଓ କଲ୍ ମିଟିଂ । ହେଲେ ଏହି ଅନ୍‌ଲାଇନ୍ ମିଟିଂ ଆରମ୍ଭ ହେବା ପରଠୁ ବେଶ କିଛି ମଜାଳିଆ ଘଟଣା ବି ପ୍ରତିଦିନ…

ଦେବାଦେବୀଙ୍କ ପାଇଁ ନିୟୋଜିତ, ମାନବ ଦ୍ୱାରା ନିର୍ଯାତିତ

ଭୁବନେଶ୍ୱର: ଲଜ୍ଜାକର ଘଟଣା । ଦେବାଦେବୀଙ୍କ ପାଇଁ ନିୟୋଜିତ । ହେଲେ ମଣିଷଙ୍କ ଦ୍ୱାରା ନିର୍ଯ୍ୟାତିତ । ତାମିଲନାଡୁ ଥେକ୍କାମପଟ୍ଟିରେ ମାଈ ହାତୀ ଜୟମାଲ୍ୟଥାକୁ ଦୁଇଜଣ ମାହୁନ୍ତ ଅତି ନିର୍ମମ ଭାବେ ବାଡିରେ ପ୍ରହାର କରିଥିଲେ । ଜଣେ ପର୍ଯ୍ୟଟକ ଏହି ଭିଡିଓଟିକୁ ଭାଇରାଲ୍ କରିଥିଲାବେଳେ ସମସ୍ତ…

କେମିତି ଚାଲିଥିଲା ବିହାରରେ ମାଟ୍ରିକ ପରୀକ୍ଷା ?

ଭୁବନେଶ୍ୱର: ବିହାରର ଅଧିକାଂଶ ପରୀକ୍ଷାରେ ହୋଇଥାଏ ଖୋଲାଖୋଲି ନକଲ । ଏ ନେଇ ଅନେକ ଭିଡିଓ ଓ ନ୍ୟୁଜ୍ ଆର୍ଟିକଲ ସାମ୍ନାକୁ ଆସିଛି । ହେଲେ ଏଥର ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଜଣେ ପରୀକ୍ଷାର୍ଥୀ ପାଠ ପଢିବା ବଦଳରେ କପି ଚିଠା ଜରିଆରେ ଭଲ ମାର୍କ…

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି ।…

ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା, ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍

ହରିଆଣା: ହରିଆଣାରେ ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟ ବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣକ ଚଳନ୍ତା ଟ୍ରେନ୍‌ ତଳେ ଚୁପ୍‌…

ମାତ୍ର କେଇ ସେକେଣ୍ଡର କାହାଣୀ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ, ସତରେ…

ଇଣ୍ଟରନେଟ୍‌ରେ ନୂଆ ସେନ୍ସେସନ୍

ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍‌..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ ରେଷ୍ଟୁରାଣ୍ଟ ୱେଟର୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ କାହିଁକି ଓ କେମିତି ?…

ବୟସକୁ ନୁହେଁ, ମହାନତାକୁ ଦେଖନ୍ତୁ

ଭୁବନେଶ୍ୱର: ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଟଙ୍କା ଆୟ କରିବାର ନିଶା ବି ନାହିଁ । ତଥାପି ସାରା ବିଶ୍ୱ ତାଙ୍କୁ ଚିହ୍ନିଛି । ଇଜିପ୍ଟର ଜଣେ ୧୨ ବର୍ଷୀୟ ଝିଅକୁ ନେଇ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି । ଏତେ କମ୍ ବୟସରେ ରିମ୍‌-ଏଲ-ଖୌଲୀ ନାମକ ଏହି ଝିଅଟି ଛୋଟଛୋଟ ପିଲାଙ୍କୁ ପାଠ ପଢାଇ…

ପାଗଳାମୀରେ ବି ଚର୍ଚ୍ଚା ଅଛି !

ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ ଖୋଜିଲେ ବେଶ ଆରାମରେ ପାଇପାରିବା । ନିକଟରେ ଏକ…