Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

ମାତ୍ର କେଇ ସେକେଣ୍ଡର କାହାଣୀ

ଭୁବନେଶ୍ୱର: ଜୀବନ ମୃତ୍ୟୁର ଖେଳ ତ ସବୁବେଳେ ଚାଲେ । ହେଲେ ଶେଷରେ ମୃତ୍ୟୁ ହିଁ ବିଜୟଲାଭ କରିଥାଏ । ହେଲେ ଆମ ମଧ୍ୟରୁ ବହୁତ କମ ଲୋକ ଥିବେ, ଯିଏ କି ମୃତ୍ୟୁକୁ ଅତି ନିକଟରୁ ଦେଖିଥିବେ । ଏହିଭଳି ଏକ ଘଟଣାର ସିସିଟିଭି ଫୁଟେଜ ଆମ ହାତରେ ଲାଗିଛି । ଯାହାକୁ ଦେଖିଲେ ଆପଣ ବି ଭାବିବେ, ସତରେ…

ଇଣ୍ଟରନେଟ୍‌ରେ ନୂଆ ସେନ୍ସେସନ୍

ଗୌହାଟି: ପ୍ରତିଭା କେବେ ବି ଲୁଚି ରହେନା । କେବେ ନା କେବେ ସାମ୍ନାକୁ ଆସିଥାଏ । ବାସ୍‌..ଏକ ଖିଅ ଦରକାର । ମନୋବଳ ସୁଦୃଢ ଥିଲେ ପ୍ରତିଭା ହିଁ ଆପଣଙ୍କୁ ସମାଜରେ ଦେଇପାରେ ନୂଆ ପରିଚୟ । ନିକଟରେ ଗୌହାଟିର ଜଣେ ରେଷ୍ଟୁରାଣ୍ଟ ୱେଟର୍ ଚର୍ଚ୍ଚାକୁ ଆସିଛନ୍ତି । ହେଲେ କାହିଁକି ଓ କେମିତି ?…

ବୟସକୁ ନୁହେଁ, ମହାନତାକୁ ଦେଖନ୍ତୁ

ଭୁବନେଶ୍ୱର: ସେ କୌଣସି ସେଲିବ୍ରିଟି ନୁହଁନ୍ତି । ଟଙ୍କା ଆୟ କରିବାର ନିଶା ବି ନାହିଁ । ତଥାପି ସାରା ବିଶ୍ୱ ତାଙ୍କୁ ଚିହ୍ନିଛି । ଇଜିପ୍ଟର ଜଣେ ୧୨ ବର୍ଷୀୟ ଝିଅକୁ ନେଇ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି । ଏତେ କମ୍ ବୟସରେ ରିମ୍‌-ଏଲ-ଖୌଲୀ ନାମକ ଏହି ଝିଅଟି ଛୋଟଛୋଟ ପିଲାଙ୍କୁ ପାଠ ପଢାଇ…

ପାଗଳାମୀରେ ବି ଚର୍ଚ୍ଚା ଅଛି !

ଭୁବନେଶ୍ୱର: ଚର୍ଚ୍ଚାକୁ ଆସିବା ଲାଗି ଲୋକେ କେତେ କ’ଣ କରିଥାନ୍ତି । କିଏ ଟାଟ୍ଟୁ କରି ଚର୍ଚ୍ଚାକୁ ଆସିଥାନ୍ତି ତ ପୁଣି କିଏ ଜୀବନ ସାରା ଭୋକିଲା ରହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏମିତି ଅନେକ ଉଦାହରଣ ଆମେ ଇଣ୍ଟରନେଟରେ ଖୋଜିଲେ ବେଶ ଆରାମରେ ପାଇପାରିବା । ନିକଟରେ ଏକ…

[ଭିଡିଓ] ନାଗାଲାଣ୍ଡ ଗାୟକ ଗାଇଲେ କିଶୋର ଦା’ଙ୍କ ବଙ୍ଗଳା ଗୀତ !

ଭୁବନେଶ୍ୱର: ଲିଜେଣ୍ଡାରି ସିଙ୍ଗର କିଶୋର କୁମାର । ଏହି ମହାନ ଗାୟକଙ୍କୁ କିଏ ବା ନ ଜାଣେ । ନିକଟରେ ବେଶ ନିଆରା ଅନ୍ଦାଜରେ କିଶୋର କୁମାରଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଜଣେ ନାଗାଲାଣ୍ଡ ଗାୟକ । ୧୯୫୮ରେ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଫିଲ୍ମ ଲୁକୋଚୁରିର ଏକ ଗୀତକୁ ନାଗାଲାଣ୍ଡ…

[ଭିଡ଼ିଓ] ପିପିଇ କିଟ୍ ପିନ୍ଧି ବିପୁଳ ପରିମାଣର ସୁନା ଚୋରି !

ନୂଆଦିଲ୍ଲୀ: ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ବିରୋଧରେ ଆସିଛି କିଛି ଚକିତକର ତଥା ସଙ୍ଗୀନ ଅଭିଯୋଗ । ଜାଣି ଆଶ୍ଚର୍ଯ୍ୟ ହେବେ ଅଭିଯୁକ୍ତ ଜଣକଏକାକି ଏକ ଗହଣା ଦୋକାନରେ କଳାକନା ବୁଲାଇଥିଲା । ଆଉ ତା ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୩ କୋଟି…

ବର୍ବରତା, ଗଙ୍ଗନଦୀର ଦୁର୍ଲଭ ଡଲଫିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା !

ପ୍ରତାପଗଡ (ଉ.ପ୍ର): ଗତମାସରେ ସାମ୍ନାକୁ ଆସିଥିଲା ଏହି ଭିଡିଓ । ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଗଙ୍ଗାନଦୀର ଦୁର୍ଲଭ ଡଲଫିନକୁ ଟାଙ୍ଗିଆ ଓ ଠେଙ୍ଗାରେ ପ୍ରହାର କରି ହତ୍ୟା କରିଥିଲେ ତିନିଜଣ ବ୍ୟକ୍ତି । ଉତ୍ତରପ୍ରଦେଶର ପ୍ରତାପଗଡରେ ଘଟିଥିବା ଏହି ଘଟଣାର ଭିଡିଓକୁ ନେଇ ଆରମ୍ଭ…

କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା

ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା । ନୋଟ ଭର୍ତ୍ତି ଏକ ବ୍ୟାଗକୁ ଚୋରି କରିବା ପରେ…

ଇଣ୍ଟରନେଟରେ ଭାଇରାଲ୍ ବିଅର ମ୍ୟାଗି ଡ୍ରିଙ୍କ

ଭୁବନେଶ୍ୱର: ଚଳିତବର୍ଷକୁ ଲୋକେ ଅଜବ ବର୍ଷ ଭାବେ ନାମିତ କରିଛନ୍ତି । ତେବେ କେବଳ ନାମକରଣ ନୁହେଁ ବରଂ ଏପରି ଅନେକ କାରନାମା ବି ସାମ୍ନାକୁ ଆସିଛି । ଏହି ଅଜବଗଜବ ଧାରାରେ ସାମିଲ ହୋଇ ଦିଲ୍ଲୀର ଏକ କାଫେ ହାଉସ୍ ଏକ ଅଜବ ଡ୍ରିଙ୍କ ପାଇଁ ଚର୍ଚ୍ଚାକୁ ଆସିଛି । ଏହି ଡ୍ରିଙ୍କର ନାଁ ରହିଛି…

ଗୁଗଲ୍ ପେ କି ଫୋନ୍ ପେ ନୁହେଁ, ଡାଇରେକ୍ଟ ପକେଟ୍ ପେ

ମୁମ୍ବାଇ: ଲାଂଚ ! ଏମିତି ଏକ ଶବ୍ଦ ଯାହା ପୁରାଣରୁ ଆଧୁନିକ ଯୁଗରେ ବି ନିଜ ଅସ୍ତିତ୍ୱ ବଜାୟ ରଖିଛି । ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ଅଫିସର । ସବୁଠି ଚାଲେ ଲାଂଚ ଦିଆନିଆ । ଏହି ସାମାଜିକ ବ୍ୟାଧିକୁ ରୋକିବା ଏତେଟା ସହଜ ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି…