Latest Odisha News

BREAKING NEWS

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ଏନେଇ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ସୂଚନା ଦେଇଛନ୍ତି।

ସିବିଏସଇର ଅଫିସିଆଲ୍ ୱେବସାଇଟରେ ଛାତ୍ରଛାତ୍ରୀମାନେ cbseresult.nic.in ରେଜଲ୍ଟ ଦେଖିପାରିବେ।

ଅଧିକ ପଢନ୍ତୁ- ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶହେ ପ୍ରତିଶତ ମାର୍କ

Leave A Reply

Your email address will not be published.