Latest Odisha News

BREAKING NEWS

ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା ରୋଗୀ ଚିକିତ୍ସିତ ହେଉଥିବାବେଳେ ଅମ୍ଳଜାନ ଅଭାବ ଯୋଗୁ ମୃତ୍ୟୁ ହୋଇଛି।

Leave A Reply

Your email address will not be published.