Latest Odisha News

ଯୁଦ୍ଧ ପାଇଁ ଚୀନ ଉସକାଉଛି, ତାଇୱାନ ନିକଟରେ ଉଡାଇଲା ୨୫ ଯୁଦ୍ଧ ବିମାନ

ବେଜିଂ: ତାଇୱାନ-ଚୀନ ଓ ରୁଷ-ୟୁକ୍ରେନ ବିବାଦ ଧିରେ ଧିରେ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଚୀନ ତାଇୱାନ ସୀମା ନିକଟରେ ୨୫ ଯୁଦ୍ଧ ବିମାନକୁ ପରୀକ୍ଷଣ ଭାବେ ଉଡାଇବା ସହ ଅନୁପ୍ରବେଶ ମଧ୍ୟ କରିଛି । ଏଥିରେ ୱାଇ-୮ ଆଟିଂ ସବ ମେରାଇନ ଏୟାରକ୍ରାଫ୍ଟ, ଜେ-୧୬ ଓ ଏଚ-୬ ନ୍ୟୁକ୍ଲିୟର ବୋମାବର୍ଷୀ ବିମାନ ସାମିଲ ।

BjdElectrycity

ତାଇୱାନ ମଧ୍ୟ ମିସାଇଲର ଦିଗ ଯୁଦ୍ଧ ବିମାନଆଡକୁ କରାଇଥିଲା । ଆମେରିକା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି । ସୂଚନାଯୋଗ୍ୟ, ତାଇୱାନ ସପକ୍ଷରେ ଆମେରିକା ବାହାରିବା ସହ ଚୀନକୁ ପରୋକ୍ଷରେ ଧମକ ମଧ୍ୟ ଦେଇଛି ।

Leave A Reply

Your email address will not be published.