Latest Odisha News

BREAKING NEWS

ପ୍ରକୃତି ସହ ଖେଳୁଛି ଚୀନ: ମହାମାନବ ପାଇଁ କରୁଛି ହ୍ୟୁମାନ-ଶିମ୍ପାଜିର କ୍ରସ ବିଡିଂ

ଭୁବନେଶ୍ୱର: ବିଶ୍ୱରେ ନିଜକୁ ଶକ୍ତିଶାଳୀ ଭାବେ ଗଢ଼ିତୋଳିବା ପାଇଁ ଚୀନ ଅନାବଶ୍ୟକ ଉଦ୍ୟମ ଜାରୀ ରଖିଛି । ଏଥିପାଇଁ ସେ ପ୍ରକୃତି ଓ ପ୍ରାକୃତିକ ପ୍ରକ୍ରିୟା ସହ ଖେଳିବାକୁ ମଧ୍ୟ ପଛାଉ ନାହିଁ । ଏକ ରିପୋର୍ଟ ମୁତାବକ ଚୀନ ବୈଜ୍ଞାନିକ ମାନେ ହ୍ୟୁମାନ ଓ ଶିମ୍ପାଜିଙ୍କ କ୍ରସ ବିଡିଂ କରି ମହାମାନବ ପ୍ରସ୍ତୁତ କରିବା ଲକ୍ଷ୍ୟରେ ରହିଛି ।

୧୯୬୦ ଦଶକରେ ଏହି ପ୍ରୋଜେକ୍ଟ ଆରମ୍ଭ କରିଥିଲା । ଫିମେଲ ଶିମ୍ପାଜିଙ୍କ ଶରୀରରେ ହ୍ୟୁମାନ ସ୍ପର୍ମ ଛଡା ଯାଇଥିଲା । ଶିମ୍ପାଜି କନସିଭ କରିଥିଲେ ମଧ୍ୟ ବେଶି ଦିନ ବଂଚି ପାରି ନ ଥିଲା । ଏହା ପରେ ଏହି ବିବାଦୀୟ ପ୍ରୋଜେକ୍ଟକୁ ବନ୍ଦ କରି ଦିଆଯାଇଥିଲା । ଏବେ ଏହାକୁ ପୁନର୍ବାର ଆରମ୍ଭ କରାଯାଇଛି । ଏହାର ମୂଳ ଲକ୍ଷ୍ୟ, ଯେଉଁ ପରିସ୍ଥିତିରେ ସାଧାରଣ ମଣିଷ ଚଳିପାରିବ ନାହିଁ ସେଠାରେ ଏହି ବ୍ରିଡ କାର୍ଯ୍ୟ କରିପାରିବ । ଚୀନ ପରି ରୁଷିଆ ମଧ୍ୟ ଏହି ପ୍ରୋଜେକ୍ଟ ପଛରେ ରହିଛି ।

Leave A Reply

Your email address will not be published.