ଅନୁଗୁଳ :କୋଇଲା ଟ୍ରେନରେ ନିଆଁ । ଅନୁଗୁଳ ଷ୍ଟେସନରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଛି ।ଗୁରୁବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ହଠାତ୍ ଟ୍ରେନରେ ନିଆଁ ଲାଗି ଯାଇଥିଲା । ଖବର ପାଇଁ ଅନୁଗୁଳ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଉତ୍ତାପ କାରଣରୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଟ୍ରେନଟି ତାଳଚେରରୁ କୋଇଲା ନେଇ ନାଲକୋ ଆସୁଥିଲା ବୋଲି ସୂଚନା ମିଳିଛି ।
BREAKING NEWS
- ନୂଆ ଥିମ୍ ନେଇ ଆସୁଛି KBC 18…
- ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ପତ୍ନୀଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
- ଗମ୍ଭୀରଙ୍କୁ ଭାରତୀୟ ଦଳର କୋଚ ହେବା ପାଇଁ ରୋହିତ ଦେଇଥିଲେ ପ୍ରସ୍ତାବ
- ଦୁଇଟି ମାମଲାରେ ୬ ଗିରଫ, ମାଉଜର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ
- ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ
- Lahari Best Odia Film:ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର;ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ
- ୩୦ ଦୁର୍ବୃତ୍ତ, ଗୋଟିଏ କ୍ରେନ୍ ଓ ଟ୍ରକ୍; ଲୁଟିନେଲେ ୩ ହଜାର କେଜିର ଐତିହାସିକ ତୋପ
- ବିଶିଷ୍ଟ ଲେଖକ ଡ. ବିବୁଧରଞ୍ଜନଙ୍କ ୧୨ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ
- ମାଟିରେ ମିଶିଲା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ
- ଜବାବ ରଖିଲା ବିସିସିଆଇ, ଭାରତୀୟ ନାଗରିକ କେବଳ ଖେଳିପାରିବେ ଘରୋଇ ଟୁର୍ଣ୍ଣାମେଂଟ
Comments are closed.