Latest Odisha News

BREAKING NEWS

ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର

ପୁରୀ: ଆଜି ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଗାମୀ ଦିନରେ ପୁରୀ ବାସିନ୍ଦା ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ମତ ରଖିଛନ୍ତି ସୁଜିତ୍ l

BjdElectrycity

କଂଗ୍ରେସ ଲୋକସଭା ପାର୍ଥୀ ସୁଚରିତା ମହାନ୍ତି ଟିକେଟ୍ ଫେରସ୍ତ ନେଇ ସୁଜିତ ପତିକ୍ରିୟା ରଖିଛନ୍ତି । ସେ କହିଛନ୍ତ ଯେ, ନିର୍ବାଚନରେ ବାହୁ ବଳ ଓ ଅର୍ଥ ବଳ ର ଆବଶ୍ୟକତା ନଥାଏ l ଲୋକଙ୍କ ସମର୍ଥନ ଓ ସେବା ନିର୍ବାଚନ ଜିତାଇବାର ମୂଳ ମନ୍ତ୍ର ରହିଥିବାବେଳେ କଂଗ୍ରେସ ଦଳ ସୁ-ସଂଗଠିତ ଭାବେ କାର୍ଯ୍ୟ କରିବ ବୋଲି ମତ ରଖିଛନ୍ତି କଂଗ୍ରେସ ବିଧାୟକ ପାର୍ଥୀ ।

Leave A Reply

Your email address will not be published.