Latest Odisha News

BREAKING NEWS

ବାତ୍ୟା ଫନି: ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ୍ ରୁମ୍ ନମ୍ବର୍

ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି ।

ପୁରୀ ପାଇଁ ୦୬୭୫୨-୨୨୫୯୨୨

ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫

ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧

କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨

ଭଦ୍ରକ ପାଇଁ ୦୬୭୮୧-୨୩୦୮୨୭

ସମ୍ବଲପୁର ପାଇଁ ୦୬୬୩-୨୫୩୨୨୩୦/୨୫୩୩୦୩୭/ ୨୫୩୨୩୦୨

ଅନୁଗୁଳ ପାଇଁ ୦୬୭୪-୨୩୦୯୮୦, ବାଲେଶ୍ୱର ପାଇଁ ୦୬୭୮୨-୨୬୨୨୮୬/ ୨୬୨୬୪୭

ବରଗଡ ପାଇଁ ୦୬୬୪୬-୨୩୨୧୧୨, ବଲାଙ୍ଗୀର ପାଇଁ ୦୬୬୫୨-୨୩୨୪୫୨/ ୨୩୦୯୬୯

ବୌଦ୍ଧ ପାଇଁ ୦୬୮୪୧-୨୨୨୦୨୩, ଦେଓଗଡ ପାଇଁ ୦୬୬୪୧-୨୨୬୮୪୩

ଢେଙ୍କାନାଳ ପାଇଁ ୦୬୭୬୨-୨୨୬୫୦୭/ ୨୨୧୩୭୬, ଗଜପତି ପାଇଁ ୦୬୮୧୫-୨୨୨୯୪୩

ଗଞ୍ଜାମ ପାଇଁ ୦୬୮୧୧-୨୬୩୯୭୮

ଜଗତସିଂହପୁର ପାଇଁ ୦୬୭୨୪-୨୨୦୩୬୮

ଯାଜପୁର ପାଇଁ ୦୬୭୨୮-୨୨୨୬୪୮

ଝାରସୁଗୁଡା ପାଇଁ ୦୬୬୪୫-୨୭୨୯୦୨/ ୨୭୧୬୯୨

କଳାହାଣ୍ଡି ପାଇଁ ୦୬୬୭୦-୨୩୦୪୫୫

କନ୍ଧମାଳ ପାଇଁ ୦୬୮୪୨-୨୫୩୬୫୦/ ୨୫୫୬୦୨

କେନ୍ଦ୍ରାପଡା ପାଇଁ ୦୬୭୨୭-୨୩୨୮୦୩

କେନ୍ଦୁଝର ପାଇଁ ୦୬୭୬୬-୨୫୫୪୩୭

ଖୋର୍ଦ୍ଧା ପାଇଁ ୦୬୭୫୫-୨୨୦୦୦୨

କୋରାପୁଟ ପାଇଁ ୦୬୮୫୨-୨୫୧୩୮୧

ମାଲକାନଗିରି ପାଇଁ ୦୬୮୬୧-୨୩୦୪୪୨/ ୦୬୮୬୧-୨୩୧୩୭୨

ମୟୁରଭଞ୍ଜ ପାଇଁ ୦୬୭୯୨-୨୫୨୭୫୯

ନବରଂଗପୁର ପାଇଁ ୦୬୮୫୮-୨୨୨୪୩୪

ନୟାଗଡ ପାଇଁ ୦୬୭୫୩-୨୫୨୯୭୮

ନୂଆପଡା ପାଇଁ ୦୬୬୭୮-୨୨୫୩୫୭

ରାୟଗଡା ପାଇଁ ୦୬୮୫୬-୨୨୪୦୬୨

ସୁବର୍ଣ୍ଣପୁର ପାଇଁ ୦୬୬୫୪-୨୨୦୩୬୨

ସୁନ୍ଦରଗଡ ପାଇଁ ୦୬୬୨୨-୨୭୨୨୩୩ ନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.