ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍ଓ ଅନୁସାରେ ଆପ୍-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଇଣ୍ଡିଆ ନ୍ୟୁଜ୍ ଅନୁଯାୟୀ ଆପ୍ ୫୩-୫୭, ବିଜେପି ୧୧-୧୭, କଂଗ୍ରେସ ଓ ଅନ୍ୟାନ୍ୟ୦-୨ରେ ଜିତି ପାରେ ବୋଲି ଆକଳନ କରାଯାଉଛି ।
ସେହିପରି ରିପବ୍ଲିକ୍ ଟିଭି ଏବଂ ଜନ୍କି ବାତ୍ ସର୍ବେକ୍ଷଣ ଅନୁଯାୟୀ ଆପ୍-୪୮-୬୧, ବିଜେପି୦୯-୨୧ ଏବଂ କଂଗ୍ରେସ ଓ ଅନ୍ୟାନ୍ୟ ୦୦-୦୧ ରହିଛି । ଟିଭି୯ ଭାରତ ଅନୁଯାୟୀ ଆପ୍-୫୪, ବିଜେପ-୧୫ ଓ କଂଗ୍ରେସ-୦- ୧ । ଅନ୍ୟପଟେ ନ୍ୟୁଜ୍ ଏକ୍ସ ଅନୁଯାୟୀ ଆପ୍-୫୩-୫୭, ବିଜେପି ୧୧-୧୭, କଂଗ୍ରେସ୦-୦୨ରେ ଜିତି ପାରେ ବୋଲି ଏଗ୍ଜିଟ୍ ପୋଲ୍ କହୁଛି ।
BREAKING NEWS
- ସିଜେଆଇଙ୍କୁ ଭେଟିବେ, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ ଜାରି ରଖିବେ; ଖଡ଼ଗେ କହିଲେ – ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି
- ବଲିଉଡର ସେହେନସା; ବିଗ୍ ବି’ଙ୍କ ନାଁରେ ରହିଛି ଏସବୁ ରେକର୍ଡ…
- CJP on Detentions: ‘ଜନତାଙ୍କ ଉପରେ ଖାକିର ଚାପ…ନିଜ ନାଗରିକଙ୍କ ବିରୋଧରେ ସରକାରଙ୍କ ଯୁଦ୍ଧ!’, ମୁକୁଳିବା ପରେ ସରକାରଙ୍କୁ ଘେରିଲେ CJP ନେତା
- Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ
- ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ
- ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…
- ୮୪ ବର୍ଷରେ ବିଗ୍ ବି; କେବିସିରେ ଜନ୍ମଦିନ ସେଲିବ୍ରେଟ କଲେ ମାଧୁରୀ…
- SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
- ଦିଲ୍ଲୀରେ ମୁକ୍ତ ହେଲେ ୩ CJP ନେତା, ରହିଛି ଏହି ସର୍ତ୍ତ…
- Preventive Arrest: ପ୍ରିଭେଣ୍ଟିଭ୍ ଆରେଷ୍ଟ କ’ଣ? କ’ଣ ଅପରାଧ ପୂର୍ବରୁ ବାନ୍ଧି ପାରିବ ପୋଲିସ୍?

Comments are closed.