ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ଲାଗି ୧୨୫୦ କିମି ଚାଲିଲେ ପାରେକର

ଖରଗେନ:ମଧ୍ୟପ୍ରଦେଶର ୬୩ ବର୍ଷୀୟ ତାରକ ପାରକର ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ସମ୍ମାନ ପାଇଁ ୧୨୫୦ କିଲୋମଟର ଚାଲିଲେ । ଖରନେରୁ ଯାତ୍ରା ଆରମ୍ଭ କରି ସେ ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମରେ ପହଂଚିଥିଲେ ।

ଏହା ପୂର୍ବରୁ ନିଶା କବଳରୁ ଯୁବ ପିଢ଼ୀଙ୍କୁ ଦୂରେଇ ରହିବା ବାର୍ତା ନେଇ ସେ ୧୯୭୮ରେ ୧୬୦୦ କିଲୋମିଟର ଚାଲିଥିଲେ । ବିଭିନ୍ନ ପ୍ରକାର ସଚେତନତା ବାର୍ତା ନେଇ ସେ ଏ ପର୍ଯ୍ୟନ୍ତ ସେ ୩୦ ହଜାର କିଲୋମିଟର ଯାତ୍ରା କରି ସାରିଲେଣି ।

LEAVE A REPLY

Please enter your comment!
Please enter your name here