Latest Odisha News

BREAKING NEWS

ରାଜଧାନୀରେ ଡବଲ ମର୍ଡର ଘଟଣା : ନିର୍ଯାତନା ଯୋଗୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର ଘଟଣା । ଏନେଇ  ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗରେ ହତ୍ୟା କରିଥିଲା ଅଭିଯୁକ୍ତ  । ରାଗର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ ଦୁହିଁଙ୍କୁ ହତ୍ୟା କଲା ।

ହେଲେ ସ୍ତ୍ରୀକୁ ସେ ଖୁବ୍ ଭଲ ପାଉଥିଲା । ତେଣୁ ରାଗରେ ହତ୍ୟା କରି ଦେବା ପରେ ପଶ୍ଚାତାପ କରୁଥିଲା । ଆଉ ସେଇଥିପାଇଁ ତିନି ଦିନ ହେଲା ଘରେ ସ୍ତ୍ରୀ ଓ ଶାଳୀର ମୃତଦେହ ପକାଇ ରଖିଥିଲା ।

ତେବେ ଏହି ଡବଲ ମର୍ଡର ଘଟଣା ନେଇ ପୋଲିସ ଅଧିକ ଛନବିନ୍ ଜାରି ରଖିଛି ।

Leave A Reply

Your email address will not be published.