ଇଜିପ୍ଟ: ମିଶରର ୪୭୦୦ ବର୍ଷ ତଳର ପୁରାତନ ପିରାମିଡ ସମ୍ମୁଖରେ ଫଟୋଶୁଟ କରି ଅଡୁଆରେ ପଡିଛନ୍ତି ଫଟୋଗ୍ରାଫର ଓ ମଡେଲ । ମଡେଲ ସଲମା ଅଲ ଶିମି ଅର୍ଦ୍ଧନଗ୍ନ ଅବସ୍ଥାରେ ଫାରୋଙ୍କ ସମୟର ପୋଷାକ ପିନ୍ଧି ଫଟୋ ଉଠାଇଥିଲେ । ଯାହା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଫଟୋଗ୍ରାଫର ଓ ମଡେଲଙ୍କୁ ପୋଲିସ ଗିରଫ କରିଛି । ବିଶ୍ୱ କୀର୍ତିରାଜରେ କାଇରୋ ନିକଟରେ ଥିବା ପିରାମିଡ ଅଫ ଜୋସେର ସାମିଲ ହୋଇଥିବାରୁ ଏଠାରେ ଫଟୋ ଉଠାଇବା ମନା । ତେବେ ମଡେଲଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରୁ ନାହିଁ । କେଉଁ ପୋଲିସ କର୍ମଚାରୀ ସେମାନଙ୍କୁ ଅନୁମତି ଦେଇଥିଲା ତାହା ଖୋଜା ଚାଲିଛି ।
ଶିମିଙ୍କ ଏହି ଫଟୋ ତାଙ୍କ ସୋସିଆଲ ଆକାଂଉଟରୁ ଡିଲିଟ କରି ଦିଆଯାଇଛି । ଡିଲିଟ ହେବା ମଧ୍ୟରେ ଏହି ଫଟୋ ଭାଇରାଲ ହୋଇଥିଲା । ଅନେକ ପ୍ରଶଂସକ ଏହାର ସ୍କ୍ରିନଶଟ ମଧ୍ୟ ରଖିଛନ୍ତି । ତେବେ ଇଜିପ୍ଟର ବାସିନ୍ଦାମାନେ ଏହି ଫଟୋ ଉଠାଇବା ନେଇ ମଡେଲଙ୍କୁ ସମାଲୋଚନା କରିଛନ୍ତି ।
BREAKING NEWS
- ୬୫.୯୧ ଲକ୍ଷ ସରକାରୀ ପାଣ୍ଠି ଆତ୍ମସାତ୍; ବରିଷ୍ଠ କିରାଣିଙ୍କ ସହ ୩ ଗିରଫ
- ରାଜ୍ୟର ୭ ଜିଲ୍ଲାରେ ଝଡବର୍ଷା ସମ୍ଭାବନା…
- MKCGରେ ଦୀର୍ଘ ୭ ଦିନ ପରେ ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ…
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ

Comments are closed.