Latest Odisha News

BREAKING NEWS

ଡିସେମ୍ବରରେ ହେବ ରାଜ୍ୟ ବିଜେପି ସଭାପତି ନିର୍ବାଚନ: ଅରୁଣ ସିଂହ

ଭୁବନେଶ୍ୱର: ଚଳିତ ଡିସେମ୍ବର ମାସରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ବିଜେପି ନେତା ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ରବିବାର ଦିନ ସୂଚନା ପ୍ରଦାନ କରିଛନ୍ତି ।

ତାଙ୍କ ଦଳରେ କିଏ ରାଜ୍ୟ ବିଜେପି ସଭାପତି ହେବ, ସେନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଛନ୍ତି “ସେସମ୍ପର୍କରେ ଏବେଠାରୁ କିଛି କହିହେବ ନାହିଁ” ।

ବିଜେପି ଏକ ଆଭ୍ୟନ୍ତରିଣ ଗଣତନ୍ତ୍ର ଦାବି କରି ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି, ଜିଲ୍ଲା ପାର୍ଟି ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟଙ୍କ ଦ୍ୱାରା ନୂଆ ରାଜ୍ୟ ବିଜେପି ସଭାପତି ଚୟନ କରାଯିବ ।

Leave A Reply

Your email address will not be published.