Latest Odisha News

BREAKING NEWS

ଟ୍ରମ୍ପଙ୍କ ଆକାଉଣ୍ଟକୁ ୨ ବର୍ଷ ଯାଏଁ ବନ୍ଦ କଲା ଫେସବୁକ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ଶୁକ୍ରବାର ଦିନ ସସପେଣ୍ଡ କରାଯାଇଛି। ଆଉ ଏହି କଟକଣା ଦୁଇ ବର୍ଷ ଯାଏଁ ଜାରି ରହିବ।

533 million Facebook users' phone numbers and other personal details leakedଚଳିତ ବର୍ଷ ଜାନୁଆରୀରୁ ତାଙ୍କର ଫେସବୁକ୍ ଆକାଉଣ୍ଟ ଉପରେ ଏହି ନିୟମ ଲାଗୁ ହୋଇଛି। ତେବେ ଭବିଷ୍ୟତରେ ଯଦି କେହି ଫେସବୁକର ନିୟମ ଭାଙ୍ଗନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା ମଧ୍ୟ କରାଯାଇଛି।

Leave A Reply

Your email address will not be published.