Latest Odisha News

BREAKING NEWS

ଫ୍ୟାକ୍ଟ ଚେକ୍: ଅକ୍ଟୋବର ୧ ରୁ ଖୋଲୁଛି ସିନେମା ହଲ !

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ସିନେମା ହଲ ଖୋଲୁଥିବା ନେଇ ସ୍ଥାନୀୟ ବକ ୱେବ ପୋର୍ଟାଲ ରେ ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଅକ୍ଟୋବର 1 ରୁ ସାରା ଦେଶରେ ସିନେମା ହଲ୍ ଖୋଲିବାର ସମ୍ଭାବନା ରହିଛି। “ଅଲ ଇଣ୍ଡିଆ ସିନେ ଇଣ୍ଡଷ୍ଟ୍ରିର ନେତାମାନେ ସେପ୍ଟେମ୍ବର ୯ ରେ କେନ୍ଦ୍ର ଗୃହ ସଚିବ ଏବଂ ସୂଚନା ସଚିବଙ୍କ ସହ ଆଲୋଚନା କରିଥିବା” ଏଥିରେ ଉଲ୍ଲେଖ ରହିଛି। ତେବେ ଏନେଇ ପିଆଇବି ଏକ ସ୍ପଷ୍ଟୀକରଣ ଦେଇଛି । ଏହି ଦାବି ନକଲି ବୋଲି ପିଆଇବି ସ୍ପଷ୍ଟ କରିଛି । ଖୋଲୁଥିବ

ପିଆଇବି ଟ୍ୱିଟ କରି ସୂଚନା ଦେଇଛି ଯେ, ସିନେମା ହଲ୍ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହିଁ। ଅଗଷ୍ଟ ୩୧ ରେ, ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI), ବଲିଉଡ ଅଭିନେତା ତଥା ନିର୍ମାତାମାନେ ସିନେମା ହଲ୍ ଖୋଲିବାକୁ କେନ୍ଦ୍ରକୁ ନିବେଦନ କରିଥିଲେ ।

Leave A Reply

Your email address will not be published.