Latest Odisha News

BREAKING NEWS

ଅମିତାଭ ଠାକୁରଙ୍କ ସହ ୪ IPSଙ୍କୁ ADG ରାଙ୍କକୁ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟର ୪ ଆଇପିଏସ୍ ଅଧିକାରୀଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ଜଣେ IPSଙ୍କୁ ପଦୋନ୍ନତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଦୋନ୍ନତି ପାଇଥିବା ୫ ଜଣ ଆଇପିଏସ୍ ୧୯୯୮ ବ୍ୟାଚର ।

five 1998-batch IPS officers Promoted To ADG Rank

୧୯୯୮ ବ୍ୟାଚର ଆଇପିଏସ୍ ଅମିତାଭ ଠାକୁର, ସୁରେଶ ଦେବ ଦତ୍ତ ସିଂ, ରାଜେଶ କୁମାର ଓ ରବି କାନ୍ତଙ୍କୁ ଏଡିଜେ ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୮ ବ୍ଯାଚର ଆଇପିଏସ୍ ଦୟାଲ୍ ଗଙ୍ଗୱାରଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି ।

Leave A Reply

Your email address will not be published.