ମୁମ୍ବାଇ: ମୁମ୍ବାଇ ଏନସିବିର ପୂର୍ବ ଜୋନାଲ ଅଧିକାରୀ ସମୀର ୱାଙ୍ଖେଡଙ୍କୁ ହତ୍ୟା ଧମକ ମିଳିଛି । ସୋସିଆଲ ମିଡିଆ ମାଧ୍ୟମରେ ଏହି ଧମକ ପାଇବା ପରେ ସେ ସମୀର ଗୋରଗାଁଓ ପୋଲିସ ଷ୍ଟେସନରେ ଏ ନେଇ ଅଭିଯୋଗ କରିଛନ୍ତି । ୧୪ ଅଗଷ୍ଟରେ ମିଳିଥିବା ଏହି ଧମକରେ ଟ୍ୱିଟ କରାଯାଇଥିଲା ତୁମକୋ ପତା ନେହି ତୁମନେ କ୍ୟା କିୟା, ତୁମକୋ ଇସକା ହିସାବ ଦେନା ପଡେଗା । ଏହା ପରେ ଆଉ ଏକ ଟ୍ୱିଟରେ ହମ ତୁମକୋ ଖତମ କର ଦେଙ୍ଗେ ଲେଖା ହୋଇଥିଲା । ନିକଟରେ ସମୀର ମୁସଲମାନ ନୁହେଁ ବୋଲି କୋର୍ଟଙ୍କ ପକ୍ଷରୁ କ୍ଲିନଚିଟ ପ୍ରଦାନ କରାଯାଇଛି । ଏନସିପି ନେତା ନୱାବ ମଲିକ ଆରକ୍ଷଣ ଫାଇଦା ପାଇଁ ନକଲି ଜନ୍ମ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସମୀର ଚର୍ଚ୍ଚାକୁ ଆସିଥିଲେ ।
BREAKING NEWS
- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ
- Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର
- IAS ସ୍ତରରେ ଅଦଳବଦଳ; ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳ ବଦଳିଲେ…
- ଜନ୍ମଦିନରେ ଜଳିଲା ଯବାନଙ୍କ ଜୁଇ; ଭି. ତେଜାଙ୍କ ପାଇଁ କାନ୍ଦୁଛି ଜନ୍ମମାଟି…
- ଗଞ୍ଜାମରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ; ୨ ଆହତ
- Repo Rate Hike: ୪ ବର୍ଷ ପରେ RBIର ବଡ଼ ଝଟକା! ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍… ବଢ଼ିବ EMI
- Modi’s 25-Year: ଶାସନରେ ମୋଦିଙ୍କ ୨୫ ବର୍ଷ: ଏମିତି ଥିଲା ଗୁଜରାଟରୁ ଦିଲ୍ଲୀ ଯାତ୍ରା…ଆଜି ସାରା ଦେଶରେ ମେଗା ସେଲିବ୍ରେସନ୍!
- ‘ଆର୍ଜେଣ୍ଟିନା ସହ ଆଉ ନରହିବା ବହୁତ କଷ୍ଟ ଦେବ’: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇ ମେସିଙ୍କ ଭାବବିହ୍ୱଳ ବିଦାୟୀ ଭାଷଣ
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…

Comments are closed.