Latest Odisha News

BREAKING NEWS

ଓଡ଼ିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଡିଜିପି ଏସ.କେ ଚାଟାର୍ଜୀଙ୍କର ଶନିବାର ରାତିରେ ନୂଆଦିଲ୍ଲୀ ଠାରେ ଦେହାନ୍ତ ହୋଇଛି। ଏନେଇ ଓଡିଶା ଡିଜିପି ଅଭୟ ରବିବାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

୧୯୬୬ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ଜଣକ ୨୦୦୧ ମସିହା ଏପ୍ରିଲ୍ ୩୦ ତଥା ଅବସର ନେବା ପୂର୍ବରୁ ୧୩ ମାସ ଲାଗି ଓଡିଶା ଡିଜିପି ଭାବରେ କାର୍ଯ୍ୟଭାର ତୁଲାଇଥିଲେ।

 

Leave A Reply

Your email address will not be published.