ଲୋକସଭାରେ ହଙ୍ଗାମା, କଂଗ୍ରେସର ୭ ସାଂସଦ ସସ୍ପେଣ୍ଡ
ନୂଆଦିଲ୍ଲୀ: କଂଗ୍ରେସର ୭ ଲୋକସଭା ସାଂସଦ ସସ୍ପେଣ୍ଡ । ସଂସଦର ଅସଦାଚରଣ ଅଭିଯୋଗରେ ବାଚସ୍ପତି ଓମ ବିର୍ଲା କଂଗ୍ରେସର ୭ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଲେ ଗୌରବ ଗୋଗୋଇ, ଟିଏପ୍ ପ୍ରଥପାନ, ଡିନ୍ କୁରିକୋସ, ଆର୍.ଉନ୍ନିଥନ, ମନିକମ ଟାଗୋର, ବେନି…