ଜୋର ଜବରଦସ୍ତ ଟ୍ରାଫିକ୍ ଧରପଗଡ଼ ବନ୍ଦ କରିବାକୁ ସୁରେଶ ରାଉତରାୟଙ୍କ ଚେତାବନୀ !
ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖ ଅର୍ଥାତ ରବିବାରଠାରୁ ଆରମ୍ଭ ହୋଇଛି ନୂଆ ଟ୍ରାଫିକ୍ ନିୟମ ଖିଲାଫକାରୀଙ୍କ ବିରୋଧରେ ଧରପଗଡ଼ । ଏହି ଧରପଗଡ଼କୁ ବିରୋଧ କରି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଜବରଦସ୍ତି ପରି ଏକ ପରିସ୍ଥିତି ସୃଷ୍ଟି…