ହେଲମେଟ ପିନ୍ଧି ନଥିବାରୁ କାର ଚାଳକଙ୍କୁ ୧ ହଜାର ଟଙ୍କା ଫାଇନ !
ସମ୍ବଲପୁର: ଆପଣ କାର ଚଲାଉଥିବା ସମୟରେ ଯଦି ହେଲମେଟ ପିନ୍ଧି ନାହାଁନ୍ତି, ତେବେ ସାବଧାନ ହୋଇଯାଆାନ୍ତୁ । ବାଇକ ଆରୋହୀଙ୍କ ସହିତ କାର ଚାଳକଙ୍କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ ବାଧ୍ୟ କରୁଛି ଟ୍ରାଫିକ ପୋଲିସ ।
ସମ୍ବଲପୁର ସହରରେ ଏମିତି ଏକ ଅଜବ ଘଟଣା ଘଟିଛି । ହେଲମେଟ ପିନ୍ଧି ନଥିବାରୁ…