ଦିଲ୍ଲୀ ପୋଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା, ୧୯୮୪ର ପୁନରାବୃତ୍ତି ନ ହେଉ
ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ହିଂସା ଉଗ୍ର ହେବାରେ ଲାଗିଛି । ହିଂସା ଯୋଗୁଁ ଏଯାଏଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଳିସ କର୍ମଚାରୀ ଥିବା ଜଣାପଡିଛି । ସେପଟେ ଏହି ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ…