Latest Odisha News

BREAKING NEWS

ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀରଙ୍କ ଅଚାନକ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି । ୯୪ ବର୍ଷୀୟ ମହାତୀର ସକାଳ ୫ଟା ସମୟରେ ଇସ୍ତଫା ଘୋଷଣା କରିଥିଲେ । ରବିବାର ଚର୍ଚ୍ଚା ହୋଇଥିଲା ଯେ ଖୁବ ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ କିନ୍ତୁ ସବୁ ଚର୍ଚ୍ଚାକୁ ମାତ ଦେଇ ଇସ୍ତଫା ଦେଇଛନ୍ତି ।…

ଆତଙ୍କବାଦକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଟ୍ରମ୍ପ

ଅହମ୍ମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ । ଆତଙ୍କବାଦ ବିରୋଧରେ ଲଢେ଼ଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେ଼ଇ…

ଲାଂଚୁଆ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ; ୬ଜଣଙ୍କ ପେନସନ ବନ୍ଦ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡିଶା ସରକାର ସୋମବାର ଦିନ ୮ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ଦୃଢ଼ କାଯ୍ୟାନୁଷ୍ଠାନ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବିଜ୍ଞପ୍ତି…

ରଣଜୀ ଟ୍ରଫି: ଓଡିଶା ନିରାଶ, ସେମିଫାଇନାଲରେ ବେଙ୍ଗଲ

କଟକ: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶାକୁ ପଛରେ ପକାଇ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ଅନ୍ତିମ ଦିବସରେ ଓଡିଶା ସମ୍ମୁଖରେ ୪୫୬ ରନର ବିଶାଳ ଲକ୍ଷ୍ୟ ରଖିଥିଲା ବେଙ୍ଗଲ । ଖରାପ ପାଗ ଯୋଗୁ ସମସ୍ତ ଓଭର ଖେଳାଯିବା ସମ୍ଭବପର ହୋଇ ନ ଥିଲା । କୌଣସି ଉଇକେଟ ନ ହରାଇ ଓଡିଶା ୩୯ ରନ…

ହତ୍ୟା ନା ଆତ୍ମହତ୍ୟା? ଓଡିଶା ଲ୍ୟାବ ପଠାଗଲା ନିଖୋଜ ସିଆରପିଏଫ ଯବାନଙ୍କ କଙ୍କାଳ

ରାୟଗଡା: ଓଡିଶାର ରାୟଗଡା ଜିଲ୍ଲା ନୂଆସାହି ନିକଟରେ ଥିବା ପାହାଡ ଉପରେ ମିଳିଥିବା କଙ୍କାଳକୁ ସୋମବାର ଦିନ ପରୀକ୍ଷା ପାଇଁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥିତ ଏଫଏମଟି ଲ୍ୟାବକୁ ପଠାଯାଇଛି । କଙ୍କାଳଟି ପାହାଡ ଉପରେ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ନିଖୋଜ ସିଆରପିଏଫ…

ଟ୍ରମ୍ପଙ୍କ ବଲିଉଡ ପ୍ରେମ: ମନେ ପକାଇଲେ ସୋଲେ ଓ ଡିଡିଏଲ୍‌ଜେ ଫିଲ୍ମ

ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍‌ୱାଲେ…

ଦିଲ୍ଲୀ ବିଧାନସଭାରେ ରାମବୀର ବିପକ୍ଷ ଦଳର ନେତା ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ରାମବୀର ସିଂ ବିଧୁଡିଙ୍କୁ ବିଜେପି ବିପକ୍ଷ ଦଳର ନେତା ନିର୍ବାଚିତ କରିଛି । ବିପକ୍ଷର ନେତା ହେବା ପରେ ବିଧୁଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ଆଦମୀ ପାର୍ଟି ଦିଲ୍ଲୀକୁ ସବୁଠାରୁ ସୁନ୍ଦର ରାଜ୍ୟ…

ପ୍ରତିଦିନ ମୃଦୁପାନୀୟ ପିଉଥିଲେ ହୋଇଯାଆନ୍ତୁ ସାବଧାନ !

ଖରା ହେଉକି ବର୍ଷା ନିଜର ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ପାଣି ବଦଳରେ ବଜାରରେ ମିଳୁଥିବା ବିଭିନ୍ନ କମ୍ପାନିର ମୃଦୁପାନୀୟକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପାଟିକୁ ଭଲ ଲାଗୁଥିଲେ ମଧ୍ୟ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶରୀରର ଅନେକ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଏ ବିଷୟରେ...…

ଟ୍ରମ୍ପଙ୍କ ମୁହଁରେ ମୋଦୀ ଓ ଭାରତର ପ୍ରଶଂସା

ଅହମ୍ମଦାବାଦ: ଟ୍ରମ୍ପଙ୍କ ମୁହଁରେ ଭାରତ ଓ ମୋଦୀଙ୍କ ଭୁରି ଭୁରି ପ୍ରଶଂସା । ମୋଦୀ ତାଙ୍କର ଜଣେ ଭଲ ବନ୍ଧୁ । ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା । ଅହମ୍ମଦାବାର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି…

ଜୟଲଳିତାଙ୍କ ଜନ୍ମ ଦିନରେ ଥାଲାଭି ଫିଲ୍ମର ନୂତନ ଲୁକ୍ ଜାରି ହେଲା

ମୁମ୍ବାଇ: ଜୟଲଳିତାଙ୍କ ଜନ୍ମ ଦିନ (୨୪ ଫେବୃୟାରୀ)ରେ ଥାଲାଭି ଫିଲ୍ମରେ ଅଭିନୟ କରୁଥିବା କଙ୍ଗନା ରାନାୱତଙ୍କ ନୂତନ ଲୁକ୍ ଜାରି କରାଯାଇଛି । ଏହି ଫିଲ୍ମ ଜୟଲଳିତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ । ଥାଲାଭି ଫିଲ୍ମ ଜୁନ୍ ୨୬ରେ ରିଲିଜ ହେବ ବୋଲି ପ୍ରଯୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।…