ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ
ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…