Latest Odisha News

BREAKING NEWS

ବାବା ଆଖଣ୍ଡଳମଣିଙ୍କ ମହାଦୀପ ସହ ସୁନାବେଶ ଦର୍ଶନ ପାଇଁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ଭଦ୍ରକ: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବାବା ଆଖଣ୍ଡଳମଣିଙ୍କ ପୀଠ ଭକ୍ତମୟ ହୋଇ ଉଠିଛି । ବିଶେଷକରି ମଣିବାବାଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର…

ଓଡ଼ିଆ ସଂସ୍କୃତିରେ ମହାଶିବରାତ୍ରିର ଗୁରୁତ୍ୱ…

ଭୁବନେଶ୍ୱର: ଶାସ୍ତ୍ର ଅନୁଯାୟୀ ମହାଦେବଙ୍କୁ ପ୍ରସନ୍ନ କରାଇବାର ଦଶ ଗୋଟି ବ୍ରତ ରହିଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ । ଜାବାଳି ଶ୍ରୁତି ଅନୁଯାୟୀ ଦଶ ଶୈବ ବ୍ରତ ମଧ୍ୟରେ ଏହି ବ୍ରତ ସିଦ୍ଧିଦାୟକ । ପୁଣ୍ୟ ମାଘ ମାସର ମାଘସ୍ନାନ ବ୍ରତ ମଧ୍ୟରେ କୃଷ୍ଣ…

କରୋନା ଭାଇରସ: ୨୨୩୬ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୨୩୬ ଟି ଜୀବନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

ମହାଶିବରାତ୍ରି: ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଗହଳି

ଭୁବନେଶ୍ୱର: ଆଜି ପବିତ୍ର ଜାଗର ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଛୋଟବଡ଼ ଶୈବ ପୀଠ ଗୁଡିକ । ଦେବାଧୀଦେବ ମହାଦେବଙ୍କ ଆଜି ହେଉଛି ଏକ ବିଶେଷ ଦିବସ । ଏହିଭଳି ଏକ ପବିତ୍ର ଦିନରେ ଭୋଳନାଥଙ୍କ ଦର୍ଶନ କରିବା ନିମନ୍ତେ ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ…

ମହାଶିବରାତ୍ରୀ ଲାଗି ଚଳଚଞ୍ଚଳ ଓଡିଶାର ପ୍ରମୁଖ ଶୈବପୀଠ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ଶୁକ୍ରବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୧-୦୨-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୨୧ ରିଖ ଶୁକ୍ରବାର କୁମ୍ଭ ୯ ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଦିନ ୯ଟା ୪୧ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଶ୍ରବଣା ନକ୍ଷତ୍ର ମକର…

ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନକ୍ୟୁବେସନ ସେଣ୍ଟର

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନକ୍ୟୁବେସନ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ…

ମହାଶିବରାତ୍ରୀ: ସୁବାସିତ ଫୁଲ, ରଙ୍ଗୀନ ଆଲୋକମାଳାରେ ଝଟକୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ମହାଶିବରାତ୍ରୀ ଉପଲକ୍ଷେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶିବରାତ୍ରୀ ଉତ୍ସବ ଲାଗି ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ମନ୍ଦିର । ପ୍ରାୟ ୧୫ ଲକ୍ଷ ଟଙ୍କାର ସୁବାସିତ ଫୁଲରେ ସଜା ହୋଇଛି ମନ୍ଦିର, ରଙ୍ଗୀନ ଆଲୋକମାଳା…

ବାଙ୍କୀ ଡବଲ ମର୍ଡର ଘଟଣାର ମାଷ୍ଟର ମାଇଣ୍ଡ ଥାନାରେ ଅଟକ

କଟକ: ବାଙ୍କୀ ନିକଟରେ ସ୍ଥାନୀୟ କଂଗ୍ରେସ ନେତା ଭଗବାନ ସ୍ୱାଇଁ(୫୦) ଓ ସାମ୍ବାଦିକ ଆଦିତ୍ୟ କୁମାର ରଣସିଂହ(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୫ଦିନ ପରେ ସଦର ପୋଲିସ ଘଟଣାର ମାଷ୍ଟର ମାଇଣ୍ଡ ସହିତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । କଟକ ସଦର ଏସପି ରାଧାବିନୋଦ ପାଣିଗ୍ରାହୀ…

ସନୀ ଲିଓନଙ୍କ ନମ୍ବର ମାଗି କବୀର ବେଦୀ ହଟହଟା

ମୁମ୍ବାଇ: ସିନିୟର ଅଭିନେତା କବୀର ବେଦୀ ଗ୍ଲାମର କୁଇନ ସନୀ ଲିଓନଙ୍କ ବ୍ୟକ୍ତିଗତ ନମ୍ବର ମାଗି ହଟହଟା ହୋଇଛନ୍ତି । ରିପୋର୍ଟ ମୁତାବକ ଡବ୍ୱୁ ରତନାନୀଙ୍କ ୨୦୨୦ କ୍ୟାଲେଣ୍ଡର ଉନ୍ମୋଚନ ଅବସରରେ ଏହି ଘଟଣା ଘଟିଥିଲା । କବୀର ଦୀର୍ଘ ସମୟ ସନୀ ଲିଓନଙ୍କ ସହ କଥାବାର୍ତା ହେଉଥିବା ଦେଖିବାକୁ…