Latest Odisha News

BREAKING NEWS

ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଅମର ସିଂହ, ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ: ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି । ଅମର ନିଜ ବାପାଙ୍କ ପୂଣ୍ୟତିଥି ଅବସରରେ ମଙ୍ଗଳବାର ଟ୍ୱିଟ୍ ମାଧ୍ୟମରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ସେ ଅମିତାଭ ବଚ୍ଚନ ଏବଂ ତାଙ୍କ ପରିବାରଙ୍କୁ କ୍ଷମା…

ପୂର୍ବତନ ବିଧାୟକଙ୍କ ଡବଲ୍ ମର୍ଡ଼ର୍ ଘଟଣା: ଅନୁପ ସାଏ, ଡ୍ରାଇଭର୍ ରାୟଗଡ଼ କୋର୍ଟରେ ହାଜର ହେଲେ

ରାୟଗଡ଼/ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଛିତିଶଗଡ଼ ରାଜ୍ୟର ରାୟଗଡ଼ ସ୍ଥାନୀୟ କୋର୍ଟରେ ପୋଲିସ ପକ୍ଷରୁ ହାଜର କରାଯାଇଛି । ରାୟଗଡ଼ ଏସପି ସନ୍ତୋଷ କୁମାର ସିଂହ ସୂଚନାଦେଇ କହିଛନ୍ତି ଯେ, କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅଙ୍କ ଡବଲ୍ ମର୍ଡ଼ର୍…

ଶିଳ୍ପର ବିକାଶ ପାଇଁ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ: ମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପାୟନ ନାଁରେ ବେଧଡକ ଚାଲିଛି ଗଛ କଟା । ବହୁ ମୂଲ୍ୟବାନ ଗଛ କାଟି ଜଙ୍ଗଲ ସଫା କରି ଦିଆଯାଉଛି । ଶିଳ୍ପର ବିକାଶ ପାଇଁ ଗଲା ୧୦ ବର୍ଷ ମଧ୍ୟରେ ରାଜ୍ୟରେ ସଫା ହୋଇଛି ୫୯୯ ହେକ୍ଟର ଜଙ୍ଗଲ । ଏନେଇ ଆଜି ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସରକାର…

ଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମାହାତ୍ମ୍ୟ; ଜାଣନ୍ତୁ ବ୍ରତ ପାଳନର ବିଧି…

ଭୁବନେଶ୍ୱର: ମହାନ ହିନ୍ଦୁ ପରମ୍ପରାରେ ଜାଗର ବ୍ରତ ବା ମହାଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମହିମା । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଶିବରାତ୍ରୀ ଉପବାସ ଯୋଗୁଁ ରଜ ଓ ତମ ଗୁଣ ଦୁଇଟି ନିୟନ୍ତ୍ରିତ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ଅହୋରାତ୍ର ଶିବ ଉପାସନା ଏବଂ…

ନୀତିଶଙ୍କୁ ଚ୍ୟାଲେଂଜ, ପ୍ରଶାନ୍ତ କିଶୋର କହିବେ ‘ବାତ୍ ବିହାର କି’

ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଜେଡିୟୁୁରୁ ବିଦା ହେବା ପରେ ଖୁଲମଖୁଳା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଂଜ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ଆଜି ପ୍ରଶାନ୍ତ କିଶୋର ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ‘ବାତ୍ ବିହାର କି’…

ସଚିନଙ୍କୁ ମିଳିଲା ଲୌରେସ ସ୍ପୋର୍ଟିଂ ପୁରସ୍କାର

ବର୍ଲିନ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଲୌରେସ ସ୍ପୋର୍ଟିଂ ମୁମେଂଟ ପୁରସ୍କାର ମିଳିଛି । ୨୦୧୧ ବିଶ୍ୱକପ କ୍ରିକେଟ ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କ କାନ୍ଧରେ ବସାଇ ବିଜୟ ଉତ୍ସବ ପାଳନ କରିଥିଲେ । ଜର୍ମାନୀର ରାଜଧାନୀ ବର୍ଲନରେ ଲୌରେସ ପକ୍ଷରୁ ବିଶ୍ୱର…

ଗୁରୁପ୍ରିୟା ସେତୁରେ ଫାଟ, ମରାମତି କାର୍ଯ୍ୟ ଆରମ୍ଭ

ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଛି । ସେତୁର ୧୬ ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି । ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । ସେତୁ ଉପରେ ଭାରିଯାନ ଚଳାଳଚ ଯୋଗୁଁ…

ମହାଶିବରାତ୍ରୀ: ରାଶି ଅନୁସାରେ କରନ୍ତୁ ଭୋଳାନାଥଙ୍କ ଆରାଧନା !

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗୁଛି । ଜ୍ୟୋତିଷଙ୍କ କହିବାନୁଯାୟୀ ବହୁବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି ଯୋଗ ଏବଂ ଶ୍ରବଣ ନକ୍ଷତ୍ର ଯୋଗ ପଡୁଛି । ଏହି ସମୟରେ…

ଓଡିଶା ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପ୍ରସ୍ତୁତ

କଟକ: ଫେବୃଆରୀ ୧୯ରୁ ଆରମ୍ଭ ହେଉଛି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା । ପରୀକ୍ଷାକୁ ସୂଚାରୁ ରୂପେ ତୁଲାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଚାଲିଛି । ଏଥରର ମାଟ୍ରିକ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଜିଲ୍ଲା ଶିକ୍ଷା…

ମହାଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ କିଭଳି ରହିଛି ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ଏହି ଅବସରରେ ସୁବ୍ୟବସ୍ଥିତ ପରିଚାଳନା ଲାଗି ଗତକାଲି ରାତିରେ ଏକ…