ଆପଣ ଜାଣନ୍ତିକି ଧାର୍ମିକ କାର୍ଯ୍ୟରେ କାହିଁକି ଜଳାଯାଏ ନାହିଁ ବାଉଁଶ…
ଭୁବନେଶ୍ୱର: ମଣିଷର ମୃତ୍ୟୁ ପରେ ତାକୁ ବାଉଁଶ କୋକେଇରେ ନେବାର ବିଧି ରହିଥିବା ବେଳେ ହିନ୍ଦୁ ଧର୍ମରେ ଦାହ କାର୍ଯ୍ୟରେ କାଠ ବ୍ୟତୀତ ବାଉଁଶର ଉପଯୋଗ ସମ୍ପୂର୍ଣ୍ଣ ବର୍ଜିତ ଅଟେ ।
ବାଉଁଶ କାଠ କୌଣସି ଧାର୍ମିକ ବିଧିବିଧାନ ହେଉ ଅଥବା ସଂସ୍କାରରେ ଜଳାଇବା କାର୍ଯ୍ୟରେ ଆସେନାହିଁ । ତେବେ କେବଳ…