Latest Odisha News

ଶୁଭ୍ରାଂଶୁଙ୍କ ଅପରାଜିତ ଶତକ: କ୍ୱାର୍ଟରରେ ଓଡିଶା

କଟକ: ଓଡିଶା-ଝାଡଖଣ୍ଡ ରଣଜୀ କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଅନ୍ତିମ ଦିବସରେ ଓଡିଶାର ଶୁଭ୍ରାଂଶୁ ସେନାପତି (୧୦୦ଞ୍ଚ) ଓ ଦେବାଶୀଷ ସାମନ୍ତରାୟ ୬୪ଞ୍ଚ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଏଥିସହ ଓଡିଶା ୯ ମ୍ୟାଚରୁ ୫ ବିଜୟ, ୨ ପରାଜୟ ଓ ୨…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ତେହେରାଇ ଖଣି ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ଶନିବାର ଦିନ ଆରମ୍ଭ ହୋଇଛି । ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା. ଲି.,ଆନନ୍ଦ ଏକ୍ସପୋର୍ଟ ଆଣ୍ଡ ରିସୋସେସ୍ ପ୍ରା. ଲି., ୟଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି. ତରମା ଆପାର୍ଟମେଣ୍ଟ ଏବଂ ଇସେଲ୍ ମାଇନିଂ…

ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଛାତ୍ର

ସାଙ୍ଗୁର: ପଂଜାବ ସଙ୍ଗୁର ଅଚଂଳରେ ଅଘଟଣ । ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ୪ ଛାତ୍ର ଜୀବନ୍ତ ଜଳି ଯାଇଛନ୍ତି । ମୃତ ଛାତ୍ରଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ଅନ୍ୟ ୩ ଜଣ ସ୍କୁଲ ଛାତ୍ର ଓ ଭ୍ୟାନ୍ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚଣ୍ଡିଗଡ ହସ୍ପିଟାଲକୁ ସ୍ଥାନାନ୍ତର…

ସେଲ୍ ପରିଚାଳିତ ‘ରାଉରକେଲା ହସ୍ପିଟାଲ’ କେନ୍ଦ୍ରକୁ ହସ୍ତାନ୍ତର କରିବା ନେଇ ତେଜିଲା ଦାବି

ରାଉରକେଲା: ରାଉରକେଲାର ‘ଇସ୍ପାତ ଜେନେରାଲ୍ ହସ୍ପିଟାଲ’ ଏବେ ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆ (ସେଲ୍‌) କର୍ତ୍ତୃପକ୍ଷଙ୍କ ଦ୍ୱାରା ଘରୋଇ ସହଭାଗିତା ରୂପେ ପରିଚାଳିତ ହେଉଛି । ରାଉରକେଲାର ଏହି ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲର ଉତ୍ତରୋତ୍ତର ଉନ୍ନତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ଏହା…

ଓଡିଶାରେ ଖାଲି ପଡିଛି ୬୦ ପ୍ରତିଶତ ଇଞ୍ଜିନିୟରିଂ ସିଟ୍

ଭୁବନେଶ୍ୱର: ଓଡିଶାରେ ଲଗାତାର ଭାବେ ଇଞ୍ଜିନିୟରିଂ କୋର୍ସର ଚାହିଦା କମୁଛି । ଏପରିକି ଏଥିପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବାରୁ ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରାୟ ୬୦ ପ୍ରତିଶତ ସିଟ୍ ଖାଲିପଡିଛି । ରାଜ୍ୟ ବିଧାନସଭାରେ ସୂଚନା ଦେଇ ଶନିବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ…

ବୋଲ୍ଟଙ୍କ ରେକର୍ଡ ଭାଙ୍ଗିଥିବା ଶ୍ରୀନିବାସଙ୍କୁ ଡକାଇଲେ କ୍ରୀଡାମନ୍ତ୍ରୀ ରିଜିଜୁ

ବେଙ୍ଗାଳୁରୁ: ବିଶ୍ୱର ସବୁଠାରୁ ଦ୍ରୁତତମ ଧାବକ ଉସେନ୍ ବୋଲ୍ଟଙ୍କୁ ପଛରେ ପକାଇଲେ କର୍ଣ୍ଣାଟକର ଶ୍ରୀନିବାସୀ ଗୌଡା । ସେ ମଇଁଷି ଦୌଡ ପ୍ରତିଯୋଗିତାରେ ଭାଗ ନେଇ ୯.୫୫ ସେକେଣ୍ଡରେ ୧୦୦ ମିଟର ଅତିକ୍ରିମ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ ହୋଇଛି ।…

ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ; ରୋଗୀ ସେବା ବାଧାପ୍ରାପ୍ତ

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ (ଏମସିଏଚ)ରେ ଶନିବାର ଦିନ ନର୍ସ ଓ ପାରା ମେଡିକାଲ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାଫଳରେ ହସ୍ପିଟାଲରେ ରୋଗୀ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଗତ କିଛିଦିନ ତଳେ ଜଣେ କର୍ତ୍ତବ୍ୟରତ ନର୍ସଙ୍କୁ…

ଜୁନ୍ ୨୩ରୁ ଅମରନାଥ ଯାତ୍ରା ଆରମ୍ଭ, ଏପ୍ରିଲ ୧ରୁ ରେଜିଷ୍ଟ୍ରେସନ୍‌

ଜମ୍ମୁକାଶ୍ମୀର: ଆସନ୍ତା ଜୁନ୍ ୨୩ରୁ ଅରମ୍ଭ ହେବ ଚଳିତ ବର୍ଷର ଅମରନାଥ ଯାତ୍ରା । ଏହା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ । ୪୨ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାର ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍…

କୁମାର ବିଶ୍ୱାସଙ୍କ ଘରୁ ଫର୍‌ଚ୍ୟୁନର୍ କାର୍ ଚୋରି

ଲକ୍ଷ୍ନୌ: ପ୍ରସିଦ୍ଧ କବି ତଥା ଆମ୍ ଆଦମୀ ପାର୍ଟି ନେତା କୁମ୍ବାର ବିଶ୍ୱାସଙ୍କ ଘରୁ କାର୍ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଗାଜିଆବାଦର ଇନ୍ଦିରାପୁରମ ସ୍ଥିତ ତାଙ୍କ ବାସଭବନ ସାମ୍ନାରୁ ଫର୍‌ଚ୍ୟୁନର କାର୍‌କୁ କେହି ଚୋରି କରି ନେଇଥିବା ଜଣାପଡିଛି । ଏନେଇ ପୋଲିସ ମାମଲା ରୁଜୁ କରି ଘଟଣାର…