Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କ ବେଶରେ କୁନି ସମର୍ଥକ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇସାରିଛି ଭୋଟ ଗଣତି । କିଏ ବାଜି ମାରିବ ସେନେଇ ସମସ୍ତଙ୍କ ନଜର ଭୋଟ୍ ଗଣତି ଉପରେ ରହିଛି । ଦିଲ୍ଲୀ ଓ ଦିଲ୍ଲୀ ବାହାରେ ଆପ୍ ସମର୍ଥକ ଫଳାଫଳକୁ ନେଇ ବହୁତ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି । ଦିଲ୍ଲୀର ଆମ ଆଦମୀ ପାର୍ଟି ଅଫିସ ନୀଳ ଓ…

ଦୁଇ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ୱାସିଂଟନ୍‌: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ରାଷ୍ଟ୍ରପତି ଭବନ ଦ ହ୍ୱାଇଟ୍ ହାଉସ୍ ପକ୍ଷରୁ ଟ୍ୱିଟ୍ କରାଯାଇଛି । https://twitter.com/WhiteHouse/status/1226975511315976199?s=08 ଏହି…

ଭୋଟ ଗଣତି ଜାରି: ନୂଆଦିଲ୍ଲୀ ସିଟରେ କେଜ୍ରିୱାଲ ଆଗରେ, ବିଜେପି ପ୍ରାର୍ଥୀ ପଛୁଆ

ନୂଆଦିଲ୍ଲୀ:ଦିଲ୍ଲୀରେ ୭୦ଟି ବିଧାନସଭା ସିଟ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ଏବେ କିଛି ସ୍ପଷ୍ଟ ହୋଇନଥିବାବେଳେ ଦିଲ୍ଲୀରେ ଆପ୍ ସରକାର ଆଗୁଆ ଥିବା ଜଣାପଡିଛି । ତେବେ ନୂଆଦିଲ୍ଲୀ ବିଧାନସଭା ସିଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପି…

ପ୍ରେମ ସପ୍ତାହର ଗୁରୁତ୍ୱପୂର୍ଣ୍ଣ ଦିନ ପ୍ରମିଜ ଡେ’…

ଭୁବନେଶ୍ୱର:ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ । ପ୍ରେମୀ ଯୁଗଳ ଏହାକୁ ପ୍ରମିଜ୍‌ ଡେ ଭାବେ ପାଳନ କରନ୍ତି। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ ଓ ବିଶ୍ୱାସର ପ୍ରତିଶ୍ରୁତି ଦିଅନ୍ତି । ଏହିଦିନ ଜଣେ ଜଣଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲପାଇବା, ବିଶ୍ୱାସ ନେଇ ଆଗକୁ ବଢ଼ିବାର ବଜ୍ର…

ଧଉଳୀ କଳିଙ୍ଗ ମହୋତ୍ସବର ଉଦ୍‍ଘାଟନୀ ସଂଧ୍ୟା: ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଐତିହାସିକ ଧଉଳୀର ପାଦଦେଶରେ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବର ସୋମବାର ଥିଲା ଉଦ୍‍ଘାଟନୀ ସଂଧ୍ୟା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଯେଉଁ ସ୍ଥାନରୁ ସମ୍ରାଟ ଅଶୋକ ଶାନ୍ତିର ବାର୍ତ୍ତା ପ୍ରଚାର…

ଅଣାୟତ୍ତ କରୋନା: ଚୀନରେ ୧୦୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲାଣି । ସୋମବାର ଦିନ ଏହାର ପ୍ରଭାବରେ ୧୦୮ ଜଣ ପ୍ରାଣ ହରାଇଥିବା ଏହାସହିତ ସଂକ୍ରମିତଙ୍କ ସଂଖ୍ୟା ୪୨,୬୩୮ ରେ ପହଁଚିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ଗଣନା; ବିଜେପି ୨୧, ଆପ୍ ୪୯ ସିଟରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣନା ଆଜି ସକାଳ ୮ଟାରେ ଆରମ୍ଭ ହୋଇଥିବା ବେଳେ ୧ମ ପର୍ଯ୍ୟାୟ ଭୋଟଗଣନାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଅଗ୍ରଣୀ ହାସଲ କରିଛି । ତେବେ ୨ୟ ପର୍ଯ୍ୟାୟ ଭୋଟ ଗଣନାନୁଯାୟୀ ଭାରତୀୟ ଜନତା ପାର୍ଟି ୨୧ଟି ସିଟରେ ଅଗ୍ରଣୀ ହାସଲ…

ବାଣ ଫୁଟାଇ ବିଜୟୋଲ୍ଲାସ କରିବାକୁ ବାରଣ କଲେ କେଜ୍ରିୱାଲ୍ !

ନୂଆଦିଲ୍ଲୀ: ଆଜି ଭୋଟ୍ ଗଣନା ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ପୁନର୍ବାର କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଆପ୍ ୭୦ଟି ସିଟ୍ ମଧ୍ୟରୁ ୫୩ଟି ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ବିଜେପି ୧୭ଟି ସିଟରେ ଆଗୁଆ ରହିଛି ।…

୭୦ଟି ଆସନରୁ ଆପ୍ ୫୩, ବିଜେପି ୧୬, କଂଗ୍ରେସ ୧ଟି ସିଟରେ ଆଗୁଆ

ନୂଆଦିଲ୍ଲୀ: ଫେବୃଆରୀ ୮ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୭୦ଟି ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଚାଲିଛି ଭୋଟ ଗଣନା । ଏପର୍ଯ୍ୟନ୍ତ ଚାଲିଥିବା ଭୋଟ ଗଣନାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଅଗ୍ରଣୀ ଲାଭ କରି ଚାଲିଛି । ସକାଳ ୮ଟା ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ…

କିଏ ହେବେ ଦିଲ୍ଲୀ ବାଦଶାହ; ଆରମ୍ଭ ହେଲା ଭୋଟ ଗଣନା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଆଜି ଅନୁଷ୍ଠିତ ହେଉଛି ଭୋଟ ଗଣନା । ଦିଲ୍ଲୀରେ କିଏ ମନ୍ତ୍ରୀ ମଣ୍ଡଳ ଗଠନ କରିବ ଆଜି ତାହାର ଫଳାଫଳ ଜଣାପଡ଼ିଯିବ । ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣନା । ନୂଆଦିଲ୍ଲୀର ୨୭ଟି କେନ୍ଦ୍ରରେ ଭୋଟ ଗଣନା ଆରମ୍ଭ ହୋଇଛି । ଆଜି ସକାଳ ୧୦ଟା…