ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନରେ ଆପ୍ ପ୍ରାର୍ଥୀଙ୍କୁ ବିବାହ ପ୍ରସ୍ତାବ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳଙ୍କ ଘମାଘୋଟ ଲଢ଼େଇ ସହିତ କିଛି ମଜାଦାର ଘଟଣା ସାମନାକୁ ଆସିଛି । ଆମ ଆଦମି ପାର୍ଟି (ଆପ୍) ଦିଲ୍ଲୀ ବିଧାନସଭା ସିଟରୁ ନିଜର ଯୁବ ନେତା ରାଘବ ଚଢ଼ାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରାଘବ ଚଢ଼ାଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିବାହ ପ୍ରସ୍ତାବ…