Latest Odisha News

BREAKING NEWS

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲା ‘ଓପିଏସସି’

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସସି) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ରେଜଲ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ନିମନ୍ତେ ବୁଧବାର ଦିନ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି ।

ଓପିଏସସି ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, www.opsc.gov.in ଜରିଆରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଓପିଏସସିର ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ।

ତେବେ ନୂଆ ପୋର୍ଟାଲ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆଣିବ ବୋଲି ଲକ୍ଷ୍ମୀ ଚରଣ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.