Latest Odisha News

BREAKING NEWS

ଜେଲରୁ ବାହାରିଲେ ଆଇଏଏସ୍ ବିଜୟ କେତନ

ଭୁବନେଶ୍ୱର: ଜେଲ୍‌ରୁ ମୁକୁଳିଳେ ନିଲମ୍ବିତ ଆଇଏଏସ୍ ବିଜୟ କେତନ । କୋର୍ଟ ପକ୍ଷରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଝାରପଡା ଜେଲ୍‌ରୁ ମୁକୁଳିଛନ୍ତି । ସୋମବାର ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା । ଜେଲ୍‌ରୁ ବାହାରିବା ପରେ ବିଜୟ କେତନ କହିଛନ୍ତି, ଅଦାଲତରେ ମାମଲା ବିଚାରଧୀନ ରହିଛି…

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ କ’ଣ ହୋଇଥାଏ ପରିବର୍ତ୍ତନ ? ଜାଣନ୍ତୁ

ଚୀନରେ ଘାତକ ସାଜିଥିବା କରୋନା ଭାଇରସ ଏପର୍ଯ୍ୟନ୍ତ ୪୨୫ ଲୋକଙ୍କ ଜୀବନ ନେଇସାରିଲାଣି । ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସର ସଂକ୍ରମଣ ବିଶ୍ୱର ଅନେକ ଦେଶରେ ବ୍ୟାପି ସାରିଲାଣି । ସାରା ବିଶ୍ୱର ବୈଜ୍ଞାନିକ ଏହାର ଚିକିତ୍ସା ଖୋଜିବାର ପ୍ରୟାସ କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସଫଳତା…

ସିସିଟିଭି କ୍ୟାମେରାରେ ଧରାପଡ଼ିଲା ଓଲିଉଡ୍ ଡାଇରେକ୍ଟରଙ୍କ ଦାଦାଗିରି !

ଭୁବନେଶ୍ୱର: ଓଲିଉଡ୍ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ପିଛା ଛାଡୁନାହିଁ ବିବାଦ । ରାଜଧାନୀର ଏକ ହୋଟେଲ କର୍ମଚାରୀଙ୍କ ସହିତ ମାଡ଼ଗୋଳ କରିବାର ଏକ ଭିଡ଼ିଓ କ୍ଲିପ ଏବେ ଭାଇରାଲ୍ ହେବାରେ ଲାଗିଛି । ସିସିଟିଭିରେ ଏହି ଦୃଶ୍ୟ ରହିଥିବା ବେଳେ ତାଙ୍କ ବିରୋଧରେ ମଧ୍ୟ ହୋଟେଲ୍ ପକ୍ଷରୁ ଅଭିଯୋଗ…

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ, ଜଣେ ନାଗରିକ ମୃତ

ଜମ୍ମୁ-କାଶ୍ମୀର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ର ବିରତି ଉଲଂଘନ । ଜମ୍ମୁ-କଶ୍ମୀର କୁପୱାଡାରେ ଥିବା ତଙ୍ଗଧାର ସେକ୍ଟରରେ ସୋମବାର ରାତିରେ ପାକିସ୍ଥାନ ଗୁଳିମାଡ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ…

ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ଜଗନ୍ନାଥ ଐତିହ କରିଡର ନକ୍ସା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ସରକାର ଜଗନ୍ନାଥ ଐତିହ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦେବେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର…

ଭାରତ ସମ୍ମୁଖରେ ୧୭୩ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ୧୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ରୋହେଲ ନଜୀର ସର୍ବାଧିକ ୬୨ ଓ…

ସିଏଏ ଓ ଏନ୍‌ଆର୍‌ସି ପ୍ରସଙ୍ଗ: ପୁଣି ଗର୍ଜିଲେ ଦିଦି

ପଶ୍ଚିମବଙ୍ଗ: ସିଏଏ ଓ ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ…

ଜାଣନ୍ତୁ ଓଡ଼ିଶାର ବମକାଇ ବସ୍ତ୍ର ସମ୍ପର୍କରେ…

ଭୁବନେଶ୍ୱର: କଳା ଓ ସଂସ୍କୃତି ସମୃଦ୍ଧ ରାଜ୍ୟ ଓଡ଼ିଶା । ଏହାର ହସ୍ତତନ୍ତ ଓ ହସ୍ତଶିଳ୍ପ କଳାପାଇଁ ବହୁ ଯୁଗରୁ ପରିଚିତ । ଆଜି ମଧ୍ୟ ଓଡ଼ିଶା ଭାରତର ଏକ ପ୍ରମୁଖ ହସ୍ତତନ୍ତ ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଅଛି । ଉଚ୍ଚ କୋଟିର ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବା ଓଡ଼ିଶାର…

ଆଦିବାସୀମେଳାରେ ଆକର୍ଷଣ ସାଜିଛି ଜନଜାତି ଚିତ୍ରକଳା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ୯ମ ସଂଧ୍ୟାରେ ୫୫ଲକ୍ଷ ଟଙ୍କାରୁ ଅଧିକ କାରବାର ହୋଇଥିବାବେଳେ ପୂର୍ବଦିନ ଭଳି ଜାତୀୟ ଜନଜାତି ଖାଦ୍ୟମେଳା ଓ ଆଦିବାସୀ ହାଟରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଜନଜାତି କଳାକାରଙ୍କ ଚିତ୍ରକଳା ପ୍ରଦର୍ଶନ ସବୁଠାରୁ…

ଡିଫେନ୍ସ ଏକ୍ସପୋ ୨୦୨୦: ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଫେବୃଆରୀ ୫ ଅର୍ଥାତ୍ ଆସନ୍ତାକାଲି ଠାରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଡିଫେନ୍ସ ଏକ୍ସପୋ । ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ । ଏଥିରେ ଆଣ୍ଟି-ସାଟେଲାଇଟ୍‌, ଆସେନ୍ ମିସାଇଲ, ସ୍ୱଦେଶୀ ଫାଇଟର ଜେଟ୍ ଏଲସିଏ ତେଜସ୍ ଓ ଏଲସିଏଚ ହେଲିକପ୍ଟର ମୁଖ୍ୟ…