Latest Odisha News

BREAKING NEWS

ବଜେଟ୍ ୨୦୨୦: ଜେଟ୍‌ଲୀଙ୍କୁ ମନେପକାଇଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ୨.୦ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ବଜେଟ ଅଭିଭାଷଣ ଆରମ୍ଭରୁ ସୀତାରମଣ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁମତ ମିଳିଛି ବୋଲି କହିଛନ୍ତି । ଲୋକେ ଆମ ସରକାରଙ୍କ ଉପରେ…

କରୋନା ଭାଇରସ୍ ଆତଙ୍କ; ପାରାଦୀପରେ ୭ଟି ଜାହାଜ ଉପରେ କଟକଣା

ପାରାଦୀପ: ଚୀନରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମାରାତ୍ମକ କରୋନା ଭାଇରସ୍ ଯୋଗୁଁ ସାରା ଦେଶବାସୀ ଏକପ୍ରକାର ଆତଙ୍କିତ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରାୟ ୭ଟି ଜାହାଜକୁ ବନ୍ଦରରେ ପ୍ରବେଶ ଲାଗି…

ଏବେ ସ୍କୁଲରେ ଛାତ୍ରଛାତ୍ରୀ ପଢିବେ ସମ୍ବିଧାନର ପାଠ !

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ସମ୍ବିଧାନର ପାଠ । ଯାହାଫଳରେ ସେମାନେ ନାଗରିକର ମୌଳିକ କର୍ତ୍ତ ବ୍ୟ ସମ୍ପର୍କରେ ସଚେତନ ହୋଇପାରିବେ । ସମ୍ବିଧାନର ୭୦ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ…

ଆଜିଠୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବ; ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ମାଘ ସପ୍ତମୀ ଠାରୁ ଖଣ୍ଡଗିରି ଠାରେ ଆରମ୍ଭ ହେଉଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ । ଏହି ମେଳା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି ।…

କରୋନା ଭାଇରସ ଆତଙ୍କ; ଚୀନରୁ ଫେରିଲେ ୩୨୪ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ୩୨୪ ଭାରତୀୟଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଚୀନରେ କରୋନା କାୟା ବିସ୍ତାର କରୁଥିବାରୁ ଏୟାର ଇଣ୍ଡିଆର ଡବଲ ଡେକର ଜମ୍ବୋ ୭୪୭ ବିମାନ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଂଚିସାରିଲାଣି । ୪୨୩…

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିବେ । ପ୍ରାପ୍ତ ସୂଚନାନୁଯାୟୀ, ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ମଧ୍ୟ ଦ୍ୱିତୀୟ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବା ପାଇଁ…

ଆଜି ପବିତ୍ର ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ପବିତ୍ର ମାଘ ସପ୍ତମୀ ଅବସରରେ ଶନିବାର ଦିନ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ମିଳିଥିବା ସୂଚନାନୁଯାୟୀ, ମାଧିପୁରର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ନିକଟରେ ଭୋର ୪ଟାରେ ତିନି…

ମେ’ ପ୍ରଥମ ସପ୍ତାହରେ ‘ଓଜେଇଇ’: ଅନ୍‌ଲାଇନରେ ୟୁଜି ଏବଂ ପିଜି ଲାଗି ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ୨୦୨୦-୨୧ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)  । ଚଳିତବର୍ଷ ଓଜେଇଇର ସମସ୍ତ ପରୀକ୍ଷା ସିବିଟି(କମ୍ପ୍ୟୁଟର ବେସଡ୍ ଟେଷ୍ଟ) ପଦ୍ଧତିରେ କରାଯିବ । ଉଭୟ ୟୁଜି ଏବଂ ପିଜି ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧- ୦୨-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ ତା  ୦୧ ରିଖ ଶନିବାର  ମକର ୧୮ ମାଘମାସ  ଶୁକ୍ଳ ପକ୍ଷ  ସପ୍ତମୀ   ତିଥି  ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଜଗଦୀଶ କଥା ସମ୍ମାନ ପାଇବେ ଡକ୍ଟର ଅଜୟ ସ୍ୱାଇଁ

ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’ ଭୁବନେଶ୍ୱର, ୩୧/୧ : ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର୍‍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍‍’ ତରଫରୁ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଏଥର…