Latest Odisha News

BREAKING NEWS

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟବଲ୍ ଖେଳାଳୀ ବ୍ରାୟଣ୍ଟଙ୍କ ମୃତ୍ୟୁ

କାଲିଫର୍ଣ୍ଣିଆ: କାଲିଫର୍ଣ୍ଣିଆର କେଲାବେସସରେ ରବିବାର ଦିନ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଲିଜେଣ୍ଡାରୀ ବାସ୍କେଟବଲ୍ ଖେଳାଳୀ କୋବି ବ୍ରାୟଣ୍ଟଙ୍କ ସହ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ବେଳେ ବ୍ରାୟଣ୍ଟଙ୍କ ସହ ହେଲିକପ୍ଟରରେ ଥିବା…

ଓଡିଆ ଝିଅଙ୍କ କମାଲ; ଜିତିଲେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା

ଭୁବନେଶ୍ୱର: ଜାତୀୟ ସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତା ଜିତି ଓଡିଶାକୁ ପୁଣିଥରେ ଗୌରବାନ୍ୱିତ କରିଛନ୍ତି କୋରାପୁଟର କୁନି ଝିଅ । କୋରାପୁଟ ଜିଲ୍ଳା ସୁନାବେଡାର ୪ର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀ ଇପ୍ସିତା ଟେଟେ ଏକ ଘରୋଇ କମ୍ପାନୀ ଦ୍ୱାରା ଆୟୋଜିତ ଚିତ୍ର କଳା ପ୍ରତିଯୋଗିତାରେ ଜିତି…

କରୋନା ଭାଇରସ୍ ଆତଙ୍କ: କ’ଣ ନ’କରିବା ଉଚିତ୍ ଜାଣନ୍ତୁ…

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭାଇରସ ଆତଙ୍କ ଖେଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହି ସଂକ୍ରାମକ ରୋଗର ପ୍ରତିଶେଧମୂଳକ ଆଲର୍ଟ ଜାରି କରାଯାଇଥିଲା । ଏହି ଭୟଙ୍କର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୧-୨୦୨୦ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୭ ରିଖ ସୋମବାର ମକର ୧୩ ଦିନ ମାଘମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: ମିଥୁନ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଗ୍ରହଣ କଲେ ପରେଡ ଅଭିବାଦନ

ଭୁବନେଶ୍ୱର: ସାରାଦେଶ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ…

କରୋନା ଭୂତାଣୁ ଆତଙ୍କ: ଟୋଲ୍ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଭୟାବହ ସଂକ୍ରାମକ ରୋଗ କରୋନା ଭାଇରସରେ ଆକ୍ରାନ୍ତ ହୋଇ ଭାରତରେ ୩ ଜଣ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସଂକ୍ରାମକ…

ସୁଆଣ୍ଡୋରେ ୫-ଟି ସଚିବ ଭି କେ ପାଣ୍ଡିଆନ; ଐତିହ୍ୟ ସମ୍ପନ୍ନ ଗ୍ରାମର ବିକାଶ ଲାଗି ସରକାରଙ୍କ ଯୋଜନା

ଭୁବନେଶ୍ୱର: ନିକଟରେ ପୁରୀ ଓ କୋଣାର୍କ ପରି ଆଧ୍ୟାତ୍ମିକ ଓ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ ପ୍ରତି ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ରାଜ୍ୟ ସରକାର ସାଂସ୍କୃତିକ ପ୍ରାଚୁର୍ଯ୍ୟ ତଥା ଐତିହ୍ୟ ସମ୍ପନ୍ନ ଗ୍ରାମଗୁଡ଼ିକ ବିକାଶ ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଛନ୍ତି । ରବିବାର…

ଏସବିଆଇର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଭାବେ ଓଡିଆ ଆଇଏଏସ୍ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ)ର କେନ୍ଦ୍ରୀୟ ବୋର୍ଡ ନିର୍ଦ୍ଦେଶକ ଲାଗି କେନ୍ଦ୍ର ସରକାର ଓଡିଆ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡାଙ୍କୁ ମନୋନୀତ କରିଛନ୍ତି । ଓଡିଶାର ମୂଳ ବାସିନ୍ଦା ଦେବାଶିଷ ପଣ୍ଡା ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ…

୭୧ ତମ ଗଣତନ୍ତ୍ର ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ସମଗ୍ର ଭାରତରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ୭୧ତମ ଗଣତନ୍ତ୍ର ଦିବସ । Wishing everyone a happy #RepublicDay. सभी देशवासियों को गणतंत्र दिवस की बहुत-बहुत बधाई। जय हिंद! — Narendra Modi (@narendramodi) January 26, 2020…

ଖୋର୍ଦ୍ଧାରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀରେ ଜଣେ ସ୍କୁଲ୍ ଛାତ୍ରୀ ଏସିଡ୍ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାରେ ଛାତ୍ରୀଜଣକଙ୍କ ମୁହଁ ଓ ଆଖି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ମିଳିଥିିବା ସୂଚନାନୁଯାୟୀ, ଟାଙ୍ଗୀ ବଡ଼ପାରି ନୋଡ଼ାଲ୍ ହାଇସ୍କୁଲର ଛାତ୍ରୀ ତାଙ୍କ…