ଭିତରକନିକା ଓ ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା
ବ୍ରହ୍ମପୁର/କେନ୍ଦ୍ରାପଡା/ପାରାଦୀପ: ରାଜ୍ୟରେ ଆରମ୍ଭ ହୋଇଛି ଡ଼ଲଫିନ ଗଣନା । ରବିବାର ଦିନ ଚିଲିକା, ଭିତରକନିକା ଓ କେନ୍ଦ୍ରାପଡା ଜିଲ୍ଲାରେ ବନବିଭାଗ ପକ୍ଷରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି ।
ରିପୋର୍ଟ ଅନୁସାରେ, ସୋମବାର ସକାଳ ପାଖାପାଖି ୬ ଟାରୁ ୧୮ ଟି ଟିମର ୧୩୩ ଜଣ ସଦସ୍ୟ ଏହି ଗଣନା…