Latest Odisha News

BREAKING NEWS

ସପ୍ତାହକ ମଧ୍ୟରେ ଦେବାକୁ ପଡିବ ୧୦୨ କୋଟି; ସୁପ୍ରିମକୋର୍ଟଙ୍କ ଟେଲିକମ କମ୍ପାନୀକୁ ଝଟକା !

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀକୁ ସୁୁପ୍ରିମକୋର୍ଟଙ୍କ ବଡ ଝଟକା । ରିଭ୍ୟୁ ପିଟିସନକୁ ଖାରଜ କଲେ ସର୍ବୋଚ୍ଚ ଅଦାଲତ । ଗତ ଅକ୍ଟୋବର ୨୪ରେ ଯେଉଁ ରାୟ ଶୁଣାଇଥିଲେ ତାହା ଉପରେ କୋର୍ଟ ଅଟଳ ରହିଛନ୍ତି । ଏଣୁ ଭୋଡାଫୋନ୍, ଆଇଡିଆ ଓ ଏୟାରଟେଲଙ୍କୁ ଏବେ ସପ୍ତାହ ମଧ୍ୟରେ ୧୦୨ କୋଟି ଟଙ୍କା…

ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ୫ ଗିରଫ

ଶ୍ରୀନଗର: ପଣ୍ଡ ହେଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା । ଜାନୁଆରୀ ୨୬ରେ ଜମ୍ମୁ-କଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ରଚାଯାଇଥିବା ଷଡଯନ୍ତ୍ରକୁ ପୋଲିସ ପଣ୍ଡ କରିଛି । ଏହି ଘଟଣାରେ ଜୈଶ-ଇ-ମହମ୍ମଦର ୫ ଜଣ ଆତଙ୍କବାଦୀକୁ ପୋଲିସ ଗିରଫ କରିଛିିି । ଶ୍ରୀନଗରର ହଜରତବଲ…

ବିହାରରେ ଅତୁଟ ରହିବ ବିଜେପି-ଜେଡିୟୁ ମେଣ୍ଟ: ଅମିତ ଶାହ

ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା…

କଳାହାଣ୍ଡି ଘୁମୁରା ଉତ୍ସବରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ

ଭବାନୀପାଟଣା: ୨୪ତମ କଳାହାଣ୍ଡି ଉତ୍ସବ 'ଘୁମୁରା-୨୦୧୯' ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଆୟୋଜିତ ହୋଇଯାଇଛି।  ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବି ନରେନ୍ଦ୍ର…

୧୦୦ କୋଟି ଛୁଇଁଲା ଅଜୟ ଦେବଗନଙ୍କ ତାନଜୀ

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ କାହାଣୀକୁ ପର‌୍ୟ୍ୟବେସିତ ଫିଲ୍ମ ତାନଜୀ: ଦି ଅନସଙ୍ଗ ୱାରିୟର ୧୦୦ କୋଟି କ୍ଲବରେ ପହଂଚିଛି । ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଶୁଭମୁକ୍ତିର ୬ଷ୍ଠ ଦିନରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରୋଜଗାର କରୁଛି ।…

୮୦୦ ବିଦ୍ୟୁତ୍ ଉପଭୋକ୍ତାଙ୍କର ବିଜୁଳି କାଟିଲା ସେସୁ

ଭୁବନେଶ୍ୱର: ସେସୁ ପକ୍ଷରୁ ନିକଟ ଅତୀତରେ ବକେୟା ବିଦ୍ୟୁତ୍ ପଇଠ ଲାଗି ଚେତାବନୀ ଦିଆଯାଇଥିବା ରେଳେ ଗୁରୁବାର ଦିନ ପାଖାପାଖି ୮୦୦ ଉପଭୋକ୍ତାଙ୍କର ବିଜୁଳି ଲାଇନ୍ କାଟି ଦିଆଯାଇଛି । ଏଥିସହିତ ୩ କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ମଧ୍ୟ ଆଦାୟ କରାଯାଇଛି । ଏହାବ୍ୟତିତ କଲେକ୍ସନ କାଉଣ୍ଟର…

ଟିକଟକ ଭିଡ଼ିଓ ହେଲା କାଳ: ଦୁର୍ଘଟଣାରେ ଗଲା ଯୁବକଙ୍କ ଜୀବନ

ବ୍ରହ୍ମପୁର: ଆଜିର ଯୁବପୀଢ଼ି ମଧ୍ୟରେ ଚାଇନିଜ ଆପ ଟିକଟିକ ପ୍ରତି ବଢୁଥିବା ଆହେତୁକ ଆକର୍ଷଣ ଦିନକୁ ଦିନ ଘାତକ ରୂପ ନେଉଛି । ଅନେକ ସମୟରେ ଟିକଟକ ଭିଡ଼ିଓ ପ୍ରସ୍ତୁତ କରୁଥିବା ଅବସରରେ ଅସାବଧାନତା ଯୋଗୁଁ ଅନେକଙ୍କ ପ୍ରାଣ ହାନି ଘଟିଥିବା ନଜିର ରହିଛି। ସେହିଭଳି ଏକ ଘଟଣା ବୁଧବାର ଦିନ…

ମାଲକାନଗିରି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଉଡାଇଲେ ସୁରକ୍ଷାକର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବୋଣ୍ଡା ଘାଟି ଅଞ୍ଚଳ ସ୍ଥିତ ପୂଜାରୀଗୁଡା ଜଙ୍ଗଲରେ ଯବାନଙ୍କ ଦ୍ୱାରା ଗୁରୁବାର ଦିନ ଏକ ମାଓବାଦୀ କ୍ୟାମ୍ପକୁ ଧ୍ୱଂସ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି ଏସପି ଖିଲାରୀ ହୃଷିକେଶ ଜ୍ଞାନଦେବ କହିଛନ୍ତି ଯେ ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ…

ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୫୨୨ କୋଟି; ୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଚମକିବ ଶ୍ରୀକ୍ଷେତ୍ର । ବଦଳିବ ପୁରୀର ରୂପରେଖ । ଜଗନ୍ନାଥ ଧାମ ହେବ ବିଶ୍ୱ ଐତିହ୍ୟ ସହର । ଏଥିପାଇଁ ଆଜି ପୁରୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାକୁ ଯାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀ ମୁନିସିପାଲଟି ମାର୍କେଟ…

ଶ୍ରୀମନ୍ଦିରରେ ପ୍ରତିହାରୀଙ୍କ ବେତମାଡ଼; ଜାଣନ୍ତୁ, ‘ଜାଉଁଳିବେତ’ର ରହସ୍ୟ !

ପୁରୀ: ପୁରୀ ଶ୍ରୀମନ୍ଦିରରେ ପ୍ରତିହାରୀ ସେବକଙ୍କ ବେତମାଡ କିଏ ବା ନ ଖାଇଛନ୍ତି । ଏହି ବେତମାଡ ଖାଇ କେତେକ ବିରକ୍ତି ମଧ୍ୟ ପ୍ରକାଶ କରିଥାନ୍ତି । ପ୍ରକୃତରେ ଶ୍ରୀମନ୍ଦିରରେ ବେତମାଡ ଖାଇଲେ ଭଲ । ଏଥିରେ ସେବକଙ୍କ ସ୍ୱାର୍ଥ ସହ ଆମର ମଧ୍ୟ ଲାଭ ରହିଛି । ବେତମାଡ ନ ଖାଇଲେ ପାପ ଛାଡେ ନାହିଁ କି…