Latest Odisha News

BREAKING NEWS

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଢିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ । ଯାହାଫଳରେ ଓଡିଶାରେ ଶୀତ ଲହରୀ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ସୂଚନା ମିଳିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା…

ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଟକ୍କର; ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଟି-୨୦ ସିରିଜରେ ନିଜ ଦବଦବା ବଜାୟ ରଖିଥିବା ବିରାଟ ବିଗ୍ରେଡ ଦିନିକିଆ ମ୍ୟାଚରେ ମଧ୍ୟ ନିଜର ବିଜୟ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀରେ ସମ୍ପନ୍ନ ହେବ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ୍ ଓଡିଆ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ଦେହାନ୍ତ ହୋଇଥିବା ବେଳେ ମଙ୍ଗଳବାର ଦିନ ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ସ୍ୱର୍ଗତଃ ମହାପାତ୍ରଙ୍କର ଅତୁଳନୀୟ ଅବଦାନକୁ ଦୃଷ୍ଟିରେ…

ଚାଉଳ ଚୋରା କାରବାର ଘଟଣାରେ ରେଲୱେ ପୋଲିସର ୪ କର୍ମୀ ନିଲମ୍ବିତ

ଝାରସୁଗୁଡା: କର୍ତ୍ତବ୍ୟରେ ଅବହେଳା ତଥା ଚାଉଳ ଚୋରା କାରବାର ଘଟଣାରେ ଆରପିଏଫ୍ ଡିଜି ରେଲୱେ ପୋଲିସର ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆରପିଏଫ୍ ଇନ୍ସପେକ୍ଟର ଏଲ୍ କେ ଦାସ, ଏଏସଆଇ ଏସ.କେ କୁମାର , ହାବିଲଦାର ଆର.ଭି ଠାକୁର ଓ ଡି ବକ୍ସଲା ।…

“ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ”: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଢେଙ୍କାନାଳ: ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ । ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାରେ ନୂଆ ଉଦ୍ଭାବନ ଲୋକଙ୍କ ଜୀବନଶୈଳୀକୁ ମଧ୍ୟ ବଦଳାଇବାରେ ଲାଗିଛି ବୋଲି କହିଛନ୍ତି କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ…

୮୫ ବର୍ଷର ବୃଦ୍ଧା ଭୂମିକାରେ ନଜର ଆସିବେ ସୁନ୍ଦରୀ କାଜଲ ଅଗ୍ରୱାଲ!

ମୁମ୍ବାଇ: କମଳା ହାସନଙ୍କ ବହୁ ଚର୍ଚ୍ଚିତ ଇଣ୍ଡିଆନ ଫିଲ୍ମର ସିକ୍ୱେଲର ଶୁଟିଂ ଆରମ୍ଭ ହୋଇଛି । ଇଣ୍ଡିଆନ-୨ ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ସମ୍ପର୍କରେ କୌଣସି ତଥ୍ୟ ବାହାରେ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରିପୋର୍ଟ ମୁତାବକ କାଜଲ…

ଦିଲ୍ଳୀ ମେଟ୍ରୋରେ ୧୪୯୨ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ, କିପରି କରିବେ ଆବେଦନ

ଦିଲ୍ଲୀ ମେଟ୍ରୋରେ ୧୪୯୨ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆବେଦନର ଶେଷ ତାରିଖ ୧୩ ଜାନୁଆରୀ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦ ଜାନୁଆରୀ କରାଯାଇଛି । ଇଚ୍ଛୁକ ଆବେଦନକାରୀ ଅନଲାଇନରେ ଏହାର ଆବେଦନ କରିପାରିବେ । ପଦବୀ ସଂଖ୍ୟା: ମୋଟ ପଦବୀ ସଂଖ୍ୟା ୧୪୯୨ । ରେଗୁଲାର…

ଦ୍ଵିତୀୟ ବର୍ଷ ଢାଞ୍ଚାରେ ହେବ +୨ ପ୍ରଥମ ବର୍ଷର ପରୀକ୍ଷା

ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାସ୍ ଜରୁରୀ । ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା । ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯିବେ ଛାତ୍ରଛାତ୍ରୀ । ନଚେତ ପୁଣିଥରେ ଦେବାକୁ ପଡିବ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ପ୍ରଥମ ବର୍ଷରେ ଫେଲ୍ ହୋଇଥିବା…

ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନର ଲକ୍ଷ୍ୟ

ମୁମ୍ବାଇ: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଘରୋଇ ଦଳ ଭାରତକୁ ୪୯.୧ ଓଭରରେ ୨୫୫ ରନରେ…

ନାବାଳକଙ୍କୁ ଗାଡି ଦେଇ ଫସିଲେ ମାଲିକ: ଗଣିଲେ ୨୬ ହଜାର ଟଙ୍କା ଜୋରିମାନା

କଟକ: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ନାବାଳକ ଦୁଇଚକିଆ ଗାଡି ଚଳାଉଥିବା ବେଳେ ଧରାପଡିବାରୁ ଗାଡି ମାଲିକ ୨୬୦୦୦ ଟଙ୍କା ଜୋରିମାନା ଭରିଥିଲେ । ମଙ୍ଗଳବାର ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି । ମିଳିଥିବା ସୂଚନା ଅନୁସାରେ କଟକ ବାରଙ୍ଗ…