ଶୀତଦିନେ ଥଣ୍ଡା ଲାଗି ରହୁଥିଲେ ଚା’ରେ ମିଶାଇ ପିଅନ୍ତୁ ଏହିସବୁ ଜିନିଷ…
ଭୁବନେଶ୍ୱର: ତାପମାତ୍ରା କମିବା ସହ ଶୀତର ପ୍ରକୋପ ମଧ୍ୟ ବାଡିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରାହୁଛି ।
ଅତ୍ୟଧିକ ଥଣ୍ଡା କାରଣରୁ ଲୋକଙ୍କ ଶରୀରରେ ଥଣ୍ଡା ,କାଶ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏଥିରୁ ସାମାନ୍ୟ ଆରାମ ପାଇଁ କିଛି ଲୋକ ଚା ପିଇବାକୁ…