Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୦-୦୧-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି୨୦୨୦ ମସିହା ଜାନୁୟାରୀ ତା ୧୦ ରିଖ ଶୁକ୍ରବାର ଧନୁ ୨୬ ଦିନ ପୌଷ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-:…

ବିଶ୍ୱ ପୁସ୍ତକ ମେଳାରେ ମୃଣାଳଙ୍କ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ

ଢେଙ୍କାନାଳ: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଚାଲିଥିବା ବିଶ୍ୱ ପୁସ୍ତକ ମେଳା ୨୦୨୦ ରେ ସୁସାହିତ୍ୟିକ ଡ. ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି । ରବିବାର ଅନୁଷ୍ଠିତ ‘ପିଲାର ସାମଗ୍ରିକ ବିକାଶ ଲାଗି ମାତୃଭାଷା ଏକ ପ୍ରବେଶପଥ’ଏକ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ…

ଭାରତକୁ ୫,୦୦୦ ଆରବର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ; ବଜେଟ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ିଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସାଧାରଣ ବଜେଟ ଆଗତ ପୂର୍ବରୁ ଗୁରୁବାର ଦିନ ଅର୍ଥଶାସ୍ତ୍ରୀ, ବିଭିନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟମୀ ଙ୍କ ସହ ବୈଠକ କରିଛନ୍ତି | ବୈଠକରେ ସେ ଭାରତକୁ ୫,୦୦୦ ଆରବ ଡଲାର ର ଅର୍ଥବ୍ୟବସ୍ଥା ତିଆରି ଦିଗରେ ମିଳିମିଶି କମକରିବା କୁ…

+୨ ପରୀକ୍ଷା ଲାଗି ସବୁ କେନ୍ଦ୍ରରେ ଲାଗିବ ସିସିଟିଭି !

ଭୁବନେଶ୍ୱର: ରାଜ୍ୟରେ +୨ ପରୀକ୍ଷାକୁ ଆଉ ଏକ ମାସରୁ କମ୍ ସମୟ ଥିବାବେଳେ ଜାନୁଆରୀ ୧୦ ସୁଦ୍ଧା କଲେଜ ଗୁଡିକରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ଦିନ ସମସ୍ତ ଜୁନିଅର କଲେଜର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର…

ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ଆଗତ କରିବେ କେନ୍ଦ୍ରୀୟ ବଜେଟ; ଜାନୁଆରୀ ୩୧ରେ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ସଂସଦରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨ ତାରିଖରୁ…

ଦେଶରେ ପ୍ରତିଷ୍ଠା ହେବ ୧୦୨୩ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ; ଦୁଷ୍କର୍ମ ଓ ପୋକ୍ସୋ ଆଇନ ମାମଲାର ହୋଇପାରିବ ଦ୍ରୁତ…

୧୨ ବର୍ଷରୁ କମ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ତଥା ମହିଳାଙ୍କ ସହ ଏଭଳି ଜଘନ୍ୟ ଅପରାଧ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ମହିଳା ଓ ନାବାଳିକାଙ୍କ ସହିତ ହେଉଥିବା ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଅପରାଧ ଉପରେ ଅଂକୁଶ ଲଗାଇବା ଲାଗି ଯୌନ ଅପରାଧ ସହ ଜଡ଼ିତ ମାମଲାଗୁଡ଼ିକର…

ଏଚଡ଼ିଏଫସି ଲଞ୍ଚ୍ କଲା ‘ମାଇଁ ଆପ୍ସ’; ଜାଣନ୍ତୁ କେଉଁ ଗ୍ରାହକ ପାଇପାରିବେ ଏହି ସୁବିଧା !

ଭୁବନେଶ୍ୱର: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାପାଇଁ ଏଚଡିଏଫସି ବ୍ୟାଙ୍କ ଗୁରୁବାରକୁ ' ମାଇଁ ଆପ୍ସ' (My Apps) ନାମକ ଏକ ଆପ୍ସ ଲଞ୍ଚ କରିଛି | ଏହି ଆପ୍ସ ରେ ବହୁତ କିଛି ବ୍ୟାଙ୍କିଙ୍ଗ ପ୍ରଡକ୍ଟ ସାମିଲ କରାଯାଇଛି | ଯେଉଁଥିରେ ସହରୀ ଲୋକାଲ କ୍ଲବ , ବ୍ୟାୟାମଶାଳା ବ ଧାର୍ମିକ…

୫୦୦ ବର୍ଷର ଶ୍ରେଷ୍ଠ ଶାସକ ରାଜା ରଣଜିତ ସିଂହ; ଆମେରିକାନ୍ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ୫୦୦ ବର୍ଷ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ଶାସକ ଭାବେ ଶିଖ୍ ରାଜା ରଣଜିତ ସିଂଙ୍କୁ ବଛାଯାଇଛି । ଆମେରିକା ୟୁନିଭରସିଟି ଅଫ ଆଲବାମା ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପଞ୍ଜାବକୁ ଏକସୂତ୍ରରେ ବାନ୍ଧିବା ଏବଂ ଏହି ରାଜ୍ୟର ସୀମା ପେଶାୱରରୁ କଶ୍ମୀର ପର୍ଯ୍ୟନ୍ତ ବୃଦ୍ଧି କରାଇବାରେ…

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’ ।…

ମହାପ୍ରଭୁଙ୍କ ଆଶ୍ଚର୍ଯ୍ୟଜନକ ରୋଷଶାଳା; ଭକ୍ତ କେବେ ଓପାସରେ ଫେରେନାହିଁ !

ପୁରୀ: କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ଓପାସରେ ଏଠାରୁ ଯିବ ନାହିଁ । ଏହା ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ…