Latest Odisha News

BREAKING NEWS

ଆପଣ ବ୍ୟବହାର କରୁଥିବା ରିଫାଇନଡ଼ ତେଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଆଜିର ସମୟରେ ସୁସ୍ଥ ଜୀବନ ଅତିବାହିତ କରିବା ନାଁରେ ଆମେ ମାନେ ଅଜାଣତରେ ଅସୁସ୍ଥତା ଦିଗରେ ଗତି କରୁଛନ୍ତି। ନିଜକୁ ସସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସୁସ୍ଥ ରହିବାର ପ୍ରଥମ ପଦକ୍ଷେପ ସୁସ୍ଥ ଖାଦ୍ୟ ଗ୍ରହଣ କରିବା । ଅଧିକାଂଶ ଲୋକ…

ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିଲେ ହୋଇ ଯାଆନ୍ତୁ ସାବଧାନ !

ଭୁବନେଶ୍ୱର: ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତବହୁଳ ତଥା ଅନିୟମିତ ଜୀବନଶୈଳୀ ଯୋଗୁଁ ଆମେ ସମୟରେ ଖାଇବା ଓ ଶୋଇବା ଏକ ପ୍ରକାର ଭୁଲି ଗଲେଣି । ଯାହା ନାନାଦି ରୋଗର ମୂଳ କାରଣ ସାଜୁଛି। ଅନେକ ଲୋକ ବିଳମ୍ବିତ ରାତିରେ ଶୋଉଥିବାର ଦେଖିବାକୁ…

ଘରଭଡା ବଞ୍ଚାଇବା ପାଇଁ ଭ୍ୟାନକୁ କରିଦେଲେ ଘର !

ଏଡ଼ିନବର୍ଗ: ସ୍କଟଲ୍ୟାଣ୍ଡର ୨୫ ବର୍ଷୀୟା କ୍ୟାଟଲିନ୍ ମାନ ଘରଭଡା ଦେଇ ଦେଇ ଏତେ ବିରକ୍ତ ହୋଇଗଲେ ଯେ, ଏଥିରୁ ମୁକୁଳିବା ପାଇଁ ଶେଷରେ ଗୋଟିଏ ଭ୍ୟାନକୁ ଘରରେ ପରିଣତ କରିଦେଲେ । ସେ ଭଡା ବାବଦକୁ ପ୍ରତି ମାସରେ ୨୫ ହଜାର ଟଙ୍କା ଦେଉଥିଲେ । ଏହା ସେଠାକାର ଦର ଅନୁସାରେ କମ୍ ଥିଲେ ମଧ୍ୟ…

ଆସନ୍ତାକାଲି ରିଲିଜ ନହୋଇପାରେ ଛପାକ !

ମୁମ୍ବାଇ: ପରଦାକୁ ଆସିବା ପୂର୍ବରୁ ବିବାଦ ଜାଲରେ ଛନ୍ଦି ହୋଇ ଯାଉଛି ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର ଛପାକ । ଏହି ଚଳଚ୍ଚିତ୍ରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ମଧ୍ୟ ଥମିବାର ନା ନେଉ ନାହିଁ । ଆଉ ଏବେ ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ ଫିଲ୍ମ…

ଦୀର୍ଘ ୨୦ ବର୍ଷ ପରେ ଅଶ୍ୱଚାଳନାରେ ଭାରତ; ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲେ ଫୱାଦ ମିର୍ଜା

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତର ଫୱାଦ ମିର୍ଜା ଅଶ୍ୱଚାଳନା ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦ ବର୍ଷ ପରେ ସେ ଦକ୍ଷତା ବଳରେ ଏହି ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ୱିଙ୍ଗ କମାଣ୍ଡର ଏଲେଜ ଲାମ୍ବା ୧୯୯୬ ଆଟାଲାଂଟା ଓ ଇମତିଆଜ ଅନୀସ ୨୦୦୦ ସିଡନୀ…

ଓଡ଼ିଶାରେ ବାତିଲ ହେଲା ୪ ଟି ପ୍ୟାସେଞ୍ଜର୍ ଟ୍ରେନ୍ ; ୱାଲଟିଅର ଡିଭିଜନରେ ମରାମତି କାର୍ଯ୍ୟ ଜାରି

ଭୁବନେଶ୍ୱର:ୱାଲଟିଅର ରେଳ ଡିଭିଜନରେ ହେଉଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ବିଭାଗ ୪ ଟି ପ୍ୟାସେଞ୍ଜର ଟ୍ରେନକୁ ବାତିଲ କରିଛନ୍ତି । ପୂର୍ବତଟ ରେଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସମ୍ବଲପୁର-କୋରାପୁଟ ଓ କୋରାପୁଟ- ସମ୍ବଲପୁର…

ଭିିତରକନିକା ମହୋତ୍ସବ: ଜାନୁଆରୀ ୩୧ରୁ ଆରମ୍ଭ

କେନ୍ଦ୍ରାପଡ଼ା: ଆସନ୍ତା ଜାନୁଆରୀ ୩୧ରେ ଭିତରକନିକା ଜାତୀୟ ଉଦ୍ୟାନରେ ଅନୁଷ୍ଠିତ ହେବାକୁ ଯାଉଛି ୩ ଦିନିଆ ‘ଭିତରକନିକା ମହୋତ୍ସବ’ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ପ୍ରାକୃତିକ ଶୋଭାରାଜିରେ ଭରପୁର ଜାତୀୟ ଉଦ୍ୟାନ ପକ୍ଷରୁ ଏପରି ଏକ ମହୋତ୍ସବ ଆୟୋଜନ କରାଯାଉଛି ।…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କଲେ ଦୋଷୀ ବିନୟ ଶର୍ମା

ନୁଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୧୨ ମସିହାର ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ଗୁରୁବାର ଦିନ ସୁପ୍ରିମକୋର୍ଟରେ ‘କ୍ୟୁରେଟିଭ୍‌ ପିଟିସନ୍‌’ ଦାଖଲ କରିଛନ୍ତି ।…

ଜେଲରୁ ଖସି ଯାଇଥିଲେ ଦୁଷ୍କର୍ମ ଅଭିଯୁକ୍ତ; ପ୍ରେମିକାକୁ ଭେଟି ପୁଣି ଫେରି ଆସିଲେ

ବ୍ରହ୍ମପୁର: ପ୍ରେମକୁ ଚାରି କାନ୍ଥ ମଧ୍ୟରେ ବନ୍ଦୀ କରି ରଖିହେବ ନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଉପ-କାରାଗାରରେ । ଏହି ଜେଲରେ ଥିବା ଜଣେ ବିଚାରଧୀନ କଏଦୀ ନିଜ ପ୍ରେମିକା ସହ ଲୁଚି ପଳାଇବା ନିମନ୍ତେ ଜେଲରୁ ଖସି ଯାଇଥିଲା । କିନ୍ତୁ ତାର…

ନନ୍ଦନକାନନରେ ୨ ଶାବକ ଜନ୍ମ ଦେଲା ବାଘୁଣୀ ସ୍ନେହା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢ଼ିଲା ବାଘ ସଂଖ୍ୟା । ନନ୍ଦନକାନନର ଧଳା ବାଘୁଣୀ ସ୍ନେହା ଗୁରୁବାର ଦିନ ୨ଟି ଶାବକ ଜନ୍ମ ଦେଇଛି। ନନ୍ଦନକାନନ ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ ବାଘୁଣୀ ଓ ତାର ଶାବକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି।…