Latest Odisha News

BREAKING NEWS

ଜାଣନ୍ତୁ, ଶାମ୍ବ ଦଶମୀକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି..

ଭୁବନେଶ୍ୱର: ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ…

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ

ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ…

ରେଲୱେ ଷ୍ଟେସନର ଛାତ ଭୁଶୁଡିବାରୁ ଜଣେ ମୃତ ଓ ଅନେକ ଆହତ

କୋଲକାତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଲୱେ ଷ୍ଟେସନର ଗୋଟିଏ ପାଖ ଅଂଶ ତଥା ଛାତ ଭୁଶୁଡିଯିବାରୁ ୬ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । କୁମ୍ଭୀର ଗଣନା ପାଇଁ ଗତ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୫ମ ଦିନ; ଶ୍ରୀକୃଷ୍ଣଙ୍କ କାଳୀୟଦଳନରେ ବିମୁଗ୍ଧ ଦର୍ଶକ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୫ମ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାରେ ଗୋପପୁରବାସୀ ମନ୍ତ୍ରମୁଗ୍ଧ ହେବାସହ ତାଙ୍କର ଦହିଚୋରୀରେ ଅତିଷ୍ଠ ହୋଇପଡିଛନ୍ତି ମଧ୍ୟ । ଏଥିସହିତ କୃଷ୍ଣ ପ୍ରେମମୟ ହୋଇଥିବା ଗୋପପୁରବାସୀ ପ୍ରଭୁଙ୍କର ଦୁଷ୍ଟାମୀରେ…

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ରବିବାର ଓ ସୋମବାର (ଜାନୁଆରୀ ୫ ଓ ୬) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା…

ପବିତ୍ର ‘ଶାମ୍ବ ଦଶମୀ’; ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୫-୦୧-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୫ ରିଖ ରବିବାର ଧନୁ ୨୧ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ଆସନ୍ତୁ ଜାଣିବା, ଚତୁର୍ଦ୍ଧାମୂର୍ତ୍ତିଙ୍କ ମାସ ଅନୁସାରେ ବେଶ

ପୁରୀ: ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଦେଶ ବିଦେଶର କୋଣ ଅନୁକୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀରେ ୧୨ ମାସଯାକ ଉତ୍ସବମୁଖର ପରିବେଶ ରହିଥାଏ । ପ୍ରତ୍ୟେକ ମାସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଭିନ୍ନ ଭିନ୍ନ ବେଶ ଶ୍ରଦ୍ଧାଳୁଙ୍କୁ…

କେତେ ବଦଳି ଯାଇଛନ୍ତି ବଲିଉଡର ଏହି ଷ୍ଟାର୍ !

ଭୁବନେଶ୍ୱର: ସଫଳତା ଆପଣଙ୍କ ସହିତ ରହିଥିବା ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥାଏ । ଏଥିରେ ବ୍ୟତିକ୍ରମ ଘଟିଲେ ମଣିଷ ରୂପରେଖ ଓ ଚାଲିଚଳନରେ ଅନେକ ପରିବର୍ତନ ଘଟି ଯାଇଥାଏ । ଆସନ୍ତୁ ଜାଣିବା ବଲିଉଡର ଏହି ୫ ପୂର୍ବତନ ହିରୋ ଯାହାଙ୍କୁ ଏବେ ଚିହ୍ନିବା କଷ୍ଟକର ହୋଇ ପଡୁଛି । ମୋହବତେଁ…