ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ: ନବୀନ
ଭୁବନେଶ୍ୱର: ଦୁଇ ଦଶନ୍ଧୀର ରାଜନୈତିକ ଜୀବନ ମଧ୍ୟରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜୁ ଜନତା ଦଳର ଭବିଷ୍ୟତ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ବିଜେଡ଼ି ଏକ ଜନ ଆନେ୍ଦାଳନ, ଏହି ଦଳ ରହିବା ଲାଗି…