କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା
ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍…