Latest Odisha News

BREAKING NEWS

ଶୀତଦିନେ ମେଥି ଶାଗର ଉପକାରିତା…

ଭୁବନେଶ୍ୱର: ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ । ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।…

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି…

ଭାଇରାଲ୍ ହେଲା ମମତାଙ୍କ ‘କ୍ୟା କ୍ୟା ଛି ଛି’ ଭିଡ଼ିଓ; ସମ୍ବିତ୍ ପାତ୍ର ଟ୍ୱିଟ୍ କଲେ ‘ଦି ଦି ଛି ଛି’ !

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ଦେଶବ୍ୟାପୀ ବିରୋଧୀଦଳ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିନବ ଢଙ୍ଗରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ସିଏଏ କୁ କ୍ୟା କ୍ୟା ଛି ଛି…

ଓଡିଶାରୁ ୨ ବାଳିକା ପାଇବେ ‘ଜାତୀୟ ସାହସିକତା ପୁରସ୍କାର’

ଭୁବନେଶ୍ୱର: ସାହସିକତା ଲାଗି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଭଉଣୀ ପାଇବେ ୨୦୧୯ ବର୍ଷର ଚାଇଲ୍ଡ ୱେଲଫେୟାର୍ ନ୍ୟାସନାଲ୍ ବ୍ରାଭେରି ଆୱାର୍ଡ । ଏହି ୨ ଭଉଣୀ ହେଲେ କେନ୍ଦ୍ରାପଡା ଜିଲ୍ଲାର ପୂର୍ଣ୍ଣିମା ଗିରି ଓ ସସ୍ମିତା ଗିରି । ସେମାନଙ୍କୁ ସିସିଡବ୍ଲ୍ୟୁ ଜାତୀୟ ସାହସିକତା…

ବାରବାଟୀ ଦିନିକିଆ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହି ପରିପ୍ରେକ୍ଷୀରେ ଅଭ୍ୟାସ୍ ମ୍ୟାଚ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଷ୍ଟାଡିୟମରେ ପହଞ୍ଚିଛି । ପ୍ରାପ୍ତ…

ଜାଣନ୍ତୁ, ମନ୍ଦାର ଫୁଲ ସମ୍ପର୍କରେ କିଛି ଅଜଣା କଥା..

ଭୁବନେଶ୍ୱର: ମନ୍ଦାର ଫୁଲ ଦେଖିବାକୁ ଯେତିକି ଆକର୍ଷଣ ସେତିକିଔଷଧୀୟ ଗୁଣରେ ମଧ୍ୟ ଭରପୁର । ଏହି ଗଛର ଗୁଣ ବିଷୟରେ ଅନେକଲୋକ ଅଜ୍ଞ ଅଟନ୍ତି। ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ... ଏହା ଏକ ଫୁଲ ହେବା ସହ ସ୍ବାସ୍ଥ୍ୟପାଇଁ ମଧ୍ୟ ଲାଭଦାୟକ। ମନ୍ଦାର ଫୁଲରେ ଥିବା…

ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି। ପରିବେଶକୁ ସ୍ୱଚ୍ଛ ରଖିବା ଏବଂ କାର୍ବନ୍ ଫୁଟ୍ପ୍ରିଂଟକୁ କମାଇବା ସହ ଶକ୍ତି ସଂଚୟ ବୃଦ୍ଧି କରିବା ପାଇଁ ନାନୋମାଟେରିଆଲ୍ ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା…

ଆସନ୍ତାକାଲି ଭୁବନେଶ୍ୱର ଓ କଟକର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

ତୋଷାଳି ମେଳାର ଷଷ୍ଠ ସନ୍ଧ୍ୟା; ବଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ତୋଷାଳି ମେଳାର ଷଷ୍ଠ ସନ୍ଧ୍ୟାରେ ପ୍ରସିଦ୍ଧ ବଲିଉଡ୍‌ ପ୍ରଚ୍ଛଦପଟ୍ଟ ଗାୟକ ଅମନ୍‌ ତି୍ରଖାଙ୍କ ମନଛୁଆଁ ସଂଗୀତ ଶୁଣିବାକୁ ମଞ୍ଚ ସମ୍ମୁଖରେ ଯୁବପିଢ଼ିଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ‘କେଶରୀ’, ‘ପ୍ରେମରତନ ଧନ ପାୟୋ’ ଚଳଚ୍ଚିତ୍ରର ସୁପରହିଟ୍‌ ସଂଗୀତ ‘ତେରେ…

ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସସେବା

ଭୁବନେଶ୍ୱର: ଆସନ୍ତା ୨୨ ତାରିଖ ଦିନ କ୍ରୁଟ ପକ୍ଷରୁ କ୍ରିକେଟ୍  ପ୍ରେମୀମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ବସ ସେବା ପ୍ରଦାନ କରାଯିବ। ମୋ ବସସେବା ମାଷ୍ଟର କ୍ୟାଣ୍ଟିନ ଠାରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଏବଂ  ବରମୁଣ୍ଡାଠାରୁ ମଧ୍ୟ ଷ୍ଟାଡିୟମ ଯାଏଁ ଉପଲବ୍ଧ ହେବ । ମାଷ୍ଟରକ୍ୟାଣ୍ଟିନ…