Latest Odisha News

BREAKING NEWS

ଇସ୍ରୋ ଯିବେ ଓଡିଆ ପୁଅ; ଜାଣନ୍ତୁ କାହିଁକି

ମାଲକାନଗିରି: ନିଜର ଦୃଢ଼ ଇଚ୍ଛା ଶକ୍ତି ତଥା କଠିନ ପରିଶ୍ରମ ବଳରେ ସବୁ ଅସମ୍ଭବକୁ ସମ୍ଭବ କରିହୁଏ । ଏହି ଉକ୍ତିକୁ ଯର୍ଥାର୍ଥତା ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଜଣେ ମେଧାବୀ ଛାତ୍ର। ମାଲକାନଗିରି ଜିଲ୍ଲା ବାଲିମେଳାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦ମ ଶ୍ରେଣୀ ଛାତ୍ର…

କାର୍ଟୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ବାରିପଦା: ବାରିପଦା ସହର ଉପକଣ୍ଠସ୍ଥ ମଞ୍ଚାବନ୍ଧ ନିକଟ ଏକ କାଗଜ ପେଟି ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଉକ୍ତ ଗୋଦାମରୁ…

ନାଲକୋ ସିଏମଡି ଭାବେ ଶ୍ରୀଧର ପାତ୍ର ନିଯୁକ୍ତ

ନୂଆଦିଲ୍ଲୀ: ନାଲକୋର ଅଧ୍ୟକ୍ଷ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ଶ୍ରୀଧର ପାତ୍ରଙ୍କ ନିଯୁକ୍ତିକୁ ଗତ ସୋମବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ମୋହର ମାରିଛି । ଗତବର୍ଷ ସେପ୍ଟେମ୍ବର ୧ ତାରିଖରୁ ସେ ନାଲକୋର ନିର୍ଦ୍ଦେଶକ(ବିତ୍ତ) ଭାବେ କାର୍ଯ୍ୟରତ ରହିଥିଲେ । ପର୍ସୋନାଲ୍…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

କ୍ୟାନସର୍ ପୀଡ଼ିତା ଏହି ଟେଲି ଅଭିନେତ୍ରୀଙ୍କ ମର୍ମସ୍ପର୍ଶୀ ଅକୁହା କଥା ଶୁଣନ୍ତୁ…

ଓଡିଆ ଟେଲି ଜଗତରେ ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିୟଲ୍ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ହସାଉଥିଲେ ତ ଆଉ କେତେବେଳେ କନ୍ଦାଉଥିଲେ ଏହି ଅଭିନେତ୍ରୀ ଜଣକ…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୧୨-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୭ ରିଖ ମଙ୍ଗଳବାର ଧନୁ ୦୨ ଦିନ ପୌଷ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମକର…

୧୭ ଡ଼ିସେମ୍ବର ଭୁବନେଶ୍ୱରରେ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ; ସଟଲରଙ୍କ ପାଇଁ ମଞ୍ଚ ପ୍ରସ୍ତୁତ

ଭୁବନେଶ୍ୱର: ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ବାଳିକା ଓ ବାଳକ ବିଭାଗ ପାଇଁ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ୨୦୧୯ର ୧୦ଟି ବର୍ଗରେ ପ୍ରାୟ ୫୪୦ ଉଦୀୟମାନ ସଟଲର୍ସ ମେତ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୨୬୦ ଜଣ ବାଳିକା…

ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନ୍ଟେକ୍ ଓ ଷ୍ଟାର୍ଟଅପ ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀଙ୍କ ପ୍ରଥମ ପ୍ରାକ୍-ବଜେଟ୍…

ନୂଆଦିଲ୍ଲୀ: ୨୦୨୦ ସାଧାରଣ ବଜେଟ ପୂର୍ବରୁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରାକ-ବଜେଟ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ବୈଠକରେ ଡିଜିଟାଲ ଅର୍ଥବ୍ୟବସ୍ଥା, ଫିନଟେକ ଓ ଷ୍ଟାର୍ଟଅପ୍ସ ଜଗତର…

‘ହିରାକୁଦ ଡ୍ୟାମ ନିଷିଦ୍ଧାଞ୍ଚଳ ଭିଡ଼ିଓ ସୁଟିଂ’ ମୋ ଅଜାଣତରେ କରାଯାଇଥିଲା: ଏଲିନା ସାମନ୍ତରାୟ

ଭୁବନେଶ୍ୱର: ହିରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡ଼ିଓ ସୁଟିଂକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ବଢିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଏବଂ ତାଙ୍କ ସହିତ ଥିବା ଓଲିଉଡ଼ ନାୟିକା ଏଲିନା ସାମନ୍ତରାୟ ଏବଂ ପ୍ରକୃତି ମିଶ୍ରଙ୍କ ଏକ ଭିଡ଼ିଓକୁ ନେଇ ସୋସିଆଲ୍…

ପୁରୁଷପ୍ରଧାନ ମାନସିକତାର ପରିଣାମ; ଧର୍ଷଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’... ଧର୍ଷଣ ପରି ଘଟଣାକୁ ସମୂଳେ ଲୋପ କରିବାକୁ ହେଲେ ଧର୍ଷଣକୁ ଜନ୍ମ ଦେଉଥିବା ଆମ ସମାଜରେ ବଳବତର ‘ପୁରୁଷପ୍ରଧାନ ମାନସିକତା’କୁ ଏନ୍କାଉଂଟର କରିବାକୁ ପଡ଼ିବ । ଦିନ ପ୍ରତିଦିନ ଆମ ସମାଜରେ ବଢ଼ୁଥିବା ଧର୍ଷଣ ପରି ଘଟଣାର ମୂଖ୍ୟ କାରଣ ହେଉଛି…